ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର ୪୨ ମୌଜାରେ ମାଟି ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ 

କଟକ ସଦର ୪୨ ମୌଜାରେ ମାଟି ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ 

କଟକ : କଟକ ସଦର ୪୨ ମୌଜା ବେଣ୍ଟକାର ହାଇ ସ୍କଲ୍ ପ୍ରାଙ୍ଗଣରେ ମାଟି ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅବସର ପ୍ରାପ୍ତ ଦକ୍ଷ ଅଫିସର ଡିଏଫ୍ଓ ଅନାଦି ଚରଣ ଦାସ, ବରିଷ୍ଠ ସମାଜସେବୀ ଇଂଜିନିୟର ଅଶୋକ କୁମାର ବିଶ୍ବାଳ,ଅଧ୍ୟାପକ ସ୍ଵାଧୀନ ଶେଖର ଷଡ଼ଙ୍ଗୀ,ସମାଜସେବୀ ଗାନ୍ଧୀ ଗୁରୁ ଦାସ,ପ୍ରଫୁଲ୍ଲ ଭାଇ,ସମାଜସେବୀ ରାମ ଚନ୍ଦ୍ର ଗୋଛାୟତ,ଭଏସ ଅଫ ମିଡିଆର ଉପଦେଷ୍ଟା ନାରାୟଣ ଚନ୍ଦ୍ର ମହାନ୍ତି (ଝରା ଭାଇ),କ୍ଷୀରୋଦ ଚନ୍ଦ୍ର ମହାନ୍ତି,ରୁଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତି ରହି ଅଂଚଳ ବାସୀଙ୍କୁ ଚାରାବଣ୍ଟନ କରିବା ସହ ପରିବେଶ ସୁରକ୍ଷାର ମହନୀୟ ବାର୍ତା ପ୍ରଚାର କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

masiha

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ବିଷମକଟକ ଭାଜପା ମଣ୍ଡଳୀର ପୂର୍ତ୍ତ ବିଭାଗକୁ ଦାବିପତ୍ର ପ୍ରଦାନ , ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଜନତାଙ୍କ ହିତ ପାଇଁ କାମ କରିବାକୁ ଯନ୍ତ୍ରୀଙ୍କୁ ତାଗିଦ

Sunil Chandra Nayak

Leave a Comment

error: Content is protected !!