ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ରଥଯାତ୍ରା ର ପୂର୍ବତନ ଗଜପତି ତଥା ଡଙ୍ଗର ମାଲ୍ ର ଗୌନ୍ତିଆ ସତ୍ୟ ପାତ୍ର ଙ୍କ ପରଲୋକ 

ନର୍ଲା ରଥଯାତ୍ରା ର ପୂର୍ବତନ ଗଜପତି ତଥା ଡଙ୍ଗର ମାଲ୍ ର ଗୌନ୍ତିଆ ସତ୍ୟ ପାତ୍ର ଙ୍କ ପରଲୋକ 

 ନର୍ଲା ରଥ ଯାତ୍ରା ର ପୂର୍ବତନ ଗଜପତି ତଥା ଡଙ୍ଗର ମାଲ୍ ର ଗୌନ୍ତିଆ ସତ୍ୟ ପାତ୍ର ଙ୍କ ଶୁକ୍ର ବାର୍ ଦିନ ୧୨ ଟା ସମୟରେ ପରଲୋକ ଘଟିଛି, ତାଙ୍କୁ ୯୫ ବର୍ଷ ହୋଇଥିଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥିଲେ।

ମୃତ୍ୟୁ ବେଳକୁ ତାଙ୍କର ବଡ଼ ପୁଅ ଜଗବନ୍ଧୁ ପାତ୍ର, ସାନ ପୁଅ ଭଗବାନ ପାତ୍ର ଦୁଇ ପୁତ୍ର ବଧୂ ଙ୍କ ସହିତ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଗାଡିଆ ଜୋର୍ ନଈ କୁଳ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

 ଶୋକ ସନ୍ତପ୍ତ ପରିବାର କୁ ପୂର୍ବତନ ନର୍ଲା ସରପଂଚ ଚିରଞ୍ଜିବୀ ଗୌଡିଆ, ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଥାବିରାମ୍ ବୁଦ୍ଧିଆ, କୁମୁଦ ନାଏକ, ନର୍ଲା କଂଗ୍ରେସ ବ୍ଲକ୍ ସଭାପତି ସମୀର ଚାନ୍ଦ୍, ବଡ ଖବର୍ ପ୍ରତିନିଧି ଜଗତ ରାମ୍ ସାହୁ ପ୍ରମୁଖ ସମ ବେଦନା ଜଣେଇ ଶ୍ରୀଯୁକ୍ତ ପାତ୍ର ଙ୍କ ଅମର ଆତ୍ମା ର ସଦଗତି ପାଇଁ କାମନା କରିଛନ୍ତି।

ଜଗତ ରାମ୍ ସାହୁ ଙ୍କ ସହ ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପଞ୍ଚତତ୍ତ୍ବରେ ଲୀନ ହେଲେ ଯାତ୍ରା ଜଗତର ମହାନ କଳାକାର

masiha

ଜିଏସଏଚଇଆର ଆଣିଛି ସ୍ବୟଂ ସେବା କେନ୍ଦ୍ର 

masiha

ସଡ଼କ ଦୁର୍ଘଟଣାରେ ଜଗନ୍ନାଥ ଗିରିଙ୍କ ଅକାଳ ବିୟୋଗ — ଶୋକସନ୍ତପ୍ତ ପରିବାରକୁ କଂଗ୍ରେସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!