ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୮ତମ ପବିତ୍ର ସ୍ବାଧୀନତା ଦିବସ ପାଳିତ

୭୮ତମ ପବିତ୍ର ସ୍ବାଧୀନତା ଦିବସ ପାଳିତ

ଭଦ୍ରକ,୧୫/୮/୨୪ – ଭଦ୍ରକ ଜିଲ୍ଲା ଗରଦପୁର ସ୍ଥିତ ପୁରୁଣାବଜାର ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରରେ ୭୮ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସ ଜାତୀୟ ପତାକା ଉତ୍ତୋଳନ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସଭାପତି ବିଜୟ କୁମାର ବହଳୀ, ସମ୍ପାଦକ ଶିବ ଶଙ୍କର ଦାସ, ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ବଳ, କୋଷାଧ୍ୟକ୍ଷ ଶକୁନ୍ତଳା ଦାସ, ସଭ୍ୟ କୌଶଲ୍ୟା ଘଡେ଼ଇ ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏନ.ସି.ସି. ପିଲାମାନଙ୍କ ସହିତ ଶିଶୁମାନେ ମହାପୁରୁଷ ମାନଙ୍କ ବେଶ ଓ ଭାରତମାତା ବେଶରେ ସଜ୍ଜିତ ହୋଇ ଘୋଷ ବାଦ୍ୟ ସହ ଗରଦପୁର, ସଂଗତ, ବାବୁସାହି ଓ ବାଙ୍କା ବଜାର ଆଦି ପଥ ସଂଚଳନରେ ଯାଇ ବିଦ୍ୟାଳୟକୁ ଫେରିଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ଅଶୋକ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।।

ବାଲେଶ୍ଵର ଭଦ୍ରକରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

 

Related posts

ଜିଲ୍ଲା ସ୍ତରୀୟ ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନ ନିମନ୍ତେ ତାଲିମ୍ ଶିବିର ଉଦଜାପିତ

masiha

ରକ୍ତ ଅଭାବରୁ ଶିଶୁ ମୃତ୍ୟୁ ଘଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ନୋଟିସ  ୭ ଦିନ ମଧ୍ୟରେ ରିପୋର୍ଟ ତଲବ….

ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୭୮ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ 

masiha

Leave a Comment

error: Content is protected !!