ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ରେ ପଶ୍ଚିମବଙ୍ଗରେ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦରେ କ୍ଯାଣ୍ଡେଲ ଯାତ୍ରା ଅନୁ୍ଷ୍ଠିତ 

ଉମରକୋଟ ରେ ପଶ୍ଚିମବଙ୍ଗରେ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦରେ କ୍ଯାଣ୍ଡେଲ ଯାତ୍ରା ଅନୁ୍ଷ୍ଠିତ 

ନବରଙ୍ଗପୁର:(୧୭|୮)(ରବି ନାରାୟଣ ମହାନ୍ତି)ପଶ୍ଚିମ ବଙ୍ଗରେ ଅଧ୍ୟୟନ ରତ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟାକାଣ୍ଡର ପ୍ରତିବାଦରେ ଉମରକୋଟ ଭାରତୀୟ ଜନତାପାର୍ଟି ମହିଳା ମୋର୍ଚା ତରଫରୁ ତାଙ୍କର ଆତ୍ମାକୁ ନ୍ୟାୟ ଦେବାପାଇଁ ମହିଳା ମାନେ ପାଟିରେ କଳା କପଡା ବାନ୍ଧି ଏକ ଘଣ୍ଟା ନୀରବ ପ୍ରତିବାଦ କରିଥିଲେ l ଏହା ପରେ ପରେ ସନ୍ଧ୍ଯାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପଶ୍ଚିମ ବଙ୍ଗ ମମତା ବାନାର୍ଜୀ ସରକାର ଙ୍କ ବିରୋଧରେ ନାରା ଦେବା ସହ ପଶ୍ଚିମ ବଙ୍ଗ ସରକାର ଙ୍କୁ ବରଖାସ୍ତ କାଟିବା ପାଇଁ ଦାବୀ କରିଥିଲେ l ଏଥିରେ ମହିଳା ମୋର୍ଚ୍ଚା ର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ମନ୍ଦିରା ନାୟକ ଓ ପୌର ପରିଷଦ ସଦସ୍ୟା ଶ୍ରୀମତୀ କନକଲତା ନାୟକ ଙ୍କ ସହ ବହୁ ଭାରତୀୟ ଜନତା ପାର୍ଟିର ମହିଳା କର୍ମୀ ଯୋଗ ଦେଇଥିଲେ l

ମସିହା ନିୟୂଜ୍ ସର୍ଭିସ୍ 

Related posts

କାଉଙ୍କ ସହିତ ପବିତ୍ର ରଜ ଉତ୍ସବ ପାଳିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

୧- ପୁଣି ଛାତ୍ରୀ ମୃତ୍ୟୁ, ଘରେ କେହି ନ ଥିଲା ବେଳେ କିରୋସିନିରେ ଜଳିଗଲେ ! ୨- ବଦଳିଲେ ଗ୍ରାମାଞ୍ଚଳ ଏଏସଆଇ, ୩- ବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା ପି ସି ସି ଟିମ

Sunil Chandra Nayak

ତିରିଂ ବ୍ଳକ! ବଡାଳିମା ପଞ୍ଚାୟତ ! ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର କୁ ରାସ୍ତା ନାହିଁ . ; କାଦୁଅ ପଚ୍ ପଚ୍ ଚଲି ରାସ୍ତାରେ ସ୍କୁଲ ଯିବାକୁ କୁନି କୁନି ପିଲାମାନେ ଅମଙ୍ଗ ;ସ୍କୁଲ କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!