ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବା ସାହେବଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ

ନୂଆପଡା ଜିଲ୍ଲା ଖଡ଼ିଆଳ କଂଗ୍ରେସ ଅନୂସୁଚିତ ଜାତି ପ୍ରକୋଷ୍ଠ ଦ୍ୱାରା ଡ. ବାବା ସାହେବ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତି ଖଡିଆଳ କଂଗ୍ରେସ ଭବନ ଠାରେ ପାଳନ କରାଯାଇଥିଲା । ଜିଲ୍ଲା ଅନୂସୁଚିତ ଜାତି ପ୍ରକୋଷ୍ଠ ର ସଭାପତି ତ୍ରିନାଥ ମହାନନ୍ଦ ଙ୍କ ଅଧ୍ୟଖ୍ୟତା ରେ ଅନୁଷ୍ଠିତ ସଭା ରେ ମାନ୍ୟବର ବିଧାୟକ ଖଡିଆଳ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବ ରେ ଯୋଗଦାନ କରିଥିଲେ। ବ୍ଲକ୍ କଂଗ୍ରେସ ସଭାପତି ଶ୍ୟାମ କୁଳଦୀପ, ହିରାଧର ମେହେର,କପିଳେନ୍ଦ୍ର ଭୋଇ, ସାନ ଜଗତ,ବେଣୁପାଣି ବେହେରା,ଦଶମୁ ବେହେରା, ବରୁଣ ସୁନା,ସୁବାଷ ବେହେରା ସମେତ ଶତାଧିକ କାର୍ୟ୍ଯକର୍ତ୍ତା ଯୋଗ ଦେଇ ବାବା ସାହେବ ଙ୍କ ସ୍ମୃତି ଚାରଣ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଲେଶ୍ବର – ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

Sunil Chandra Nayak

ଜଗଜ୍ଜୀବନ ସା  ଙ୍କ କବିତା ଶ୍ରମବଳେ ଜିଣିପାରେ ମୁଁ ଧରା 

Sunil Chandra Nayak

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!