ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଆଧାର କେନ୍ଦ୍ର ଉଦ୍ଧଘାଟନ 

ନୂତନ ଆଧାର କେନ୍ଦ୍ର ଉଦ୍ଧଘାଟନ 

ବନ୍ଧୁଗାଁ ତା, ୨୨/୮/୨୪, ବହୁଦିନ ଲୋକେ ଆଧାର ତ୍ରୁଟିକୁ ସଂଶୋଧନ କରିବା ପାଇଁ ବିକଳ ହୋଉଥିଲେ I ଯୋଦ୍ୱାରା କି ଲୋକେ ପିଲା ଛୁଆଙ୍କୁ ନେଇ ନାହିଁ ନଥିବାର ସମୁଖୀନ ହୋଉଥିଲେ, କିଏ ତ ନାରାୟଣ ପାଟଣା କିଏ ରାୟଗଡା ଆଉ କିଏ ତ କୋରାପୁଟ ଯାଇ ପିଲାଙ୍କ ପାଇଁ ବିଦ୍ୟାଳୟ ଠାରେ ନାମ ଲେଖାଇବା ପାଇଁ ହଉ କି ସ୍ଥାଇ ବାସିନ୍ଦା ହଉ ବା ଜାତିଗତ ପ୍ରମାଣ ପତ୍ର ପାଇଁ ଆଧାର କାର୍ଡ ସମସ୍ତ କ୍ଷେତ୍ରରେ ଜରୁରୀ ହୋଇ ପଡୁଥିଲା I ଯୋଦ୍ୱାରା ଆଧାର କାର୍ଡ କାମ କରିବା ପାଇଁ ଲୋକେ ଅସୁବିଧା ହୋଉଥିବାର ବିଷୟକୁ ନେଇ ୪ ମାସ ପୂର୍ବେ ଖବର ପ୍ରକାସିତ ହୋଇଥିଲା I ଉକ୍ତ ବିଷୟକୁ ନେଇ ବହୁ ଲୋକ ଅସୁବିଧା ଦେଖି ବନ୍ଧୁଗାଁ ଠାରେ ପୁନର୍ବାର ଆଧାର କେନ୍ଦ୍ର ଆଜି ନୂତନ ଭାବରେ ଉଦ୍ଧଘାଟନ ହୋଇଥିବାରୁ ଅଞ୍ଚଳ ବାସି ବହୁତ ଖୁସି ହୋଇଥିବାର ସାଧାରଣ ଭାବରେ ଦେଖିବାକୁ ମିଳିଛି I ପ୍ରଥମ ଦିନରେ ହିଁ ଲୋକେ ବହୁତ ଜମିଥିବାର ଦେଖିବାକୁ ପାଇଥିଲୁ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

୧- କଂଗ୍ରେସ ର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ , ୨- ବିକାଶ ବାହନ ରଥ ଶୁଭାରମ୍ଭ, ୩- ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା 

masiha

ପାଠାଗାର ର ବାର୍ଷିକ ଉତ୍ସବ

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ପଞ୍ଚମ ଅର୍ଘ୍ୟ : ଭାରତୀୟ ସମ୍ବିଧାନ, ଅସମାନତା, ବିବିଧତା ଶୀର୍ଷକ ଆଲୋଚନା

masiha

Leave a Comment

error: Content is protected !!