ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାଇରିଆ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଘଷିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସାଂସଦ, ରାଜ୍ୟସଭା

ଡାଇରିଆ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଘଷିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସାଂସଦ, ରାଜ୍ୟସଭା 

ପାଟଣାଗଡ ତା ୨୬ / ୮ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ଅଧିନସ୍ଥ ଘଷିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବା ଡାଇରିଆ ଆକ୍ରାନ୍ତ ରୋଗୀ ମାନଙ୍କୁ ସଠିକ ଚିକିତ୍ସା ବ୍ୟବସ୍ଥା କରିବା ସହିତ ଗାଁ ମାନଙ୍କ ରେ ଡାଇରିଆ ନ ବ୍ୟାପିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଏବଂ ତୁରନ୍ତ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଡାକ୍ତର କର୍ମଚାରୀ ମାନଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପରାମର୍ଶ ଦେଇଥିଲେ l ଡାଇରିଆ ସଂକ୍ରମିତ ରୋଗୀ ମାନଙ୍କୁ ତଳେ ଚିକିତ୍ସା କରୁଥିବା ରୁ ଜନସାଧାରଣ ଙ୍କ ଅଭିଯୋଗକ୍ରମେ ଘଷିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା କରୋନା ଚିକିତ୍ସା କେନ୍ଦ୍ର କୁ ଡାଇରିଆ ରୋଗୀ ମାନଙ୍କ ଚିକିତ୍ସା ପାଇଁ ଉପଯୋଗ କରିବାକୁ ସାଂସଦ ଶ୍ରୀ ବିଶି ବଲାଙ୍ଗିର ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ପରେ ଉକ୍ତ କରୋନା କେନ୍ଦ୍ର ରେ ଥିବା ଶଯ୍ୟା ରେ ରୋଗୀ ମାନଙ୍କୁ ଚିକିତ୍ସା କରାଯାଇଥିଲା l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ, ଜିଲାରେ ପ୍ରଭାବ ପକାଇଛି ବିକାଶ ମେଳା,କୋଟିଏ ଟଙ୍କାର ଏସଏଚଜି ବ୍ୟବସାୟ

masiha

ରାଉରକେଲା କଲେଜରେ ସାଇବର କ୍ରାଇମ, ମହିଳା ଉତ୍ପୀଡନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଯୁବ ଗବେଷକ ମହେନ୍ଦ୍ର କୁମାର ନାୟକଙ୍କୁ ଡକ୍ଟରେଟ୍ ଉପାଧି

Sunil Chandra Nayak

Leave a Comment

error: Content is protected !!