ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦାମନ ଯୋଡି ବିଜୟୀ 

ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦାମନ ଯୋଡି ବିଜୟୀ 

ନବରଙ୍ଗପୁର:(୨|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରୀଗାଁ ନିର୍ବାଚନ ମଣ୍ଡଳୀର ଉମରକୋଟ ବ୍ଲକ ଜାମରଣ୍ଡା ପଞ୍ଚାୟତ ଜାମରଣ୍ଡl ଗାଁ ରେ ଦୁଇ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଥିଲା l ଏହି ଟୁର୍ଣ୍ଣାମେଣ୍ଟ ରେ ୧୨ ଟିମ ଅଂଶଗ୍ରହଣ କରିଥିଲେ । ୧୨ ଟି ଟିମ ମଧ୍ୟରୁ ଦlମନଯୋଡି, ନାରାୟଣପୁର ଫାଇନାଲ କୁ ପ୍ରବେଶ କରିଥିଲେ l ଏହି ଦୁଇଟି ଟିମ ମଧ୍ୟରେ ଫାଇନାଲ ଖେଳିବାବେଳେ ପ୍ରଥମେ ଦାମନଜୋଡ଼ି ନାରାୟଣପୁର କୁ ୨ ଗୋଲ ଦେଇଥିବା ବେଳେ ନାରାୟଣପୁର ମଧ୍ୟ ୧ ଗୋଲ କରି ସମୟ ସମାପ୍ତ ହୋଇଥିଲା l ଫଳରେ ଦାମନଜୋଡ଼ି ବିଜୟୀ ହୋଇଥିବା ବେଳେ ନାରାୟଣପୁର ପରାଜିତ ହୋଇଥିଲା lଊକ୍ତ ବିଜୟୀ ଦଳ କୁ ୧୫ହଜାର ଟଙ୍କା ସହ ଏକ ସୁନ୍ଦର ଟ୍ରଫି ଓ ପରାଜିତ ଦଳ କୁ ମଧ୍ୟ ୧୦ ହଜାର ଟଙ୍କା ସହ ସୁନ୍ଦର ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବିଜେପି ର ବରିଷ୍ଠ ନେତା ଚନ୍ଦ୍ରଭାନୁ ନାୟକ ( ପିଣ୍ଟୁ ) ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝୀ, ଗିରି ପାଣ୍ଡେ, ସନ୍ତୋଷ ରାଓ, ସୁଦାମ ତିୱାରୀ,ଦଲସାୟ ମାଝୀ, ଓ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଧର୍ମଗଡ଼ ଠାରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ଶିବିର

Sunil Chandra Nayak

କାର୍ମେଲ ସ୍କୁଲର ଆଞ୍ଚଳିକ ଦ୍ବିଦିବସୀୟ କ୍ରିଡା ପ୍ରତିଯୋଗିତା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!