ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନରେନ୍ଦ୍ର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ

ବନ୍ଧୁଗାଁ ତା,୧୫/୫/୨୩,କୋରାପୁଟ ଜିଲ୍ଲା ଅନ୍ତର୍ଗତ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପୁଟ୍ ସିଲ୍ ର ଗିରିଲି ମାଳି ପାହାଡ଼ ପଡିଆ ଠାରେ ଉପର କାଣ୍ଟୀ ନରେନ୍ଦ୍ର ମେମୋରିଆଲ କ୍ରିକେଟ୍ ଟର୍ଣ୍ଣାମେଣ୍ଟ ର ଶୁଭାରମ୍ଭ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ସେମିଗୁଡା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ପଟାଙ୍ଗୀ ଜୋନ୍ ଦୁଇର ଲୋଇଚନ ଖରା ଯୋଗଦେଇ ରିବେନ କାଟି ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ଥିବା ଖେଳାଳି ମାନଙ୍କୁ ଉତ୍ସାହ କରିବା ସହ ଖେଳ ହେଉଛି ଗ୍ରାମ ଗ୍ରାମ ମଧ୍ୟରେ ଏକ ସୁ ସମ୍ପର୍କ ସ୍ଥାପନା ର ମାଧ୍ୟମ ଓ ସ୍ବାସ୍ଥ୍ୟ ପାଇଁ ହିତକର , ଏଣୁ ଖେଳ ହେଉଛି ଏକ ପ୍ରକାର କୁସ୍ତି ବୋଲି କହିଥିଲେ , ଖେଳରେ ହାରଜିତ ଥାଏ କିନ୍ତୁ ବିଜୟ କରିଥିବା ଦଳ ହିଁ ଖୁସି ମନାଇ ଥାନ୍ତି ଓ ପରାଜୟ ଦଳ କିପରି ଭୁଲ ଯୋଗୁଁ ଆମେ ପରାଜୟ ହେଲୁ ଭାବି ବିଜୟ ପଥକୁ ଅଗ୍ରସର ହୁଅନ୍ତି  । ଆଜିର ଏହି ଟୁର୍ନାମେଣ୍ଟ ଖେଳରେ ଯୋଗଦେଇ ଦୁରଦୂରରୁ ଆସି   ଖେଳରେ ଯୋଗଦେଇଥିବା ୨ ଦଳର ଖେଳାଳୀ ଉତ୍ତମ ପଦର୍ଶନ କରି   ନିଜର କଳାକୁ ଦେଖାଇବା ସହ ନିଜର ଗାଁର ନାଁକୁ କ୍ଖ୍ୟାତି ଅର୍ଜନ କରିବେ ବୋଲି ଜିଲ୍ଲା ପରିସଦ ସଭ୍ୟ ଶ୍ରୀ ଖରା ଉପସ୍ଥିତ ଖେଳାଳୀଙ୍କୁ ପରାମର୍ଶ୍ଵ ଦେଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ପକ୍ଷରୁ ୧୨ ତମ ବାର୍ଷିକ ତ୍ରୀଦିଵସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ 

masiha

ଡିକେଡ଼ିଏନୟୁ କ୍ରିକେଟ ପ୍ରତିଯୋଗିତାରେ ଆରସିସି ଦଳ ଚମ୍ପିୟାନ

Sunil Chandra Nayak

ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବରେ ଓଡିଶାର ପ୍ରତିନିଧିତ୍ଵ କଲେ ପ୍ରତାପ ଚନ୍ଦ୍ର ଦାଶ

masiha

Leave a Comment

error: Content is protected !!