ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନବରଙ୍ଗପୁର ଗାନ୍ଧୀନଗରରେ ଶ୍ରୀ ଗଣେଶ ପୂଜା 

ନବରଙ୍ଗପୁର ଗାନ୍ଧୀନଗରରେ ଶ୍ରୀ ଗଣେଶ ପୂଜା 

ନବରଙ୍ଗପୁର:(୭|୯)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଗାନ୍ଧୀନଗର ର ଗାନ୍ଧିଛକ ପରିସରରେ ମହାସମାରୋହରେ ଶ୍ରୀ ଗଣେଶଙ୍କ ପୂଜା ଆରମ୍ଭ ହୋଇଯାଇଛି। ବ୍ରହ୍ମ ମୁହୂର୍ତ୍ତରେ ପୁରୋହିତ ଶ୍ରୀ ବିନାୟକ ପୂଜା ଆରମ୍ଭ କରିଥିଲେ। ଏହି ପୂଜା ରେ ଶତାଧିକ ଭକ୍ତ ଯୋଗ ଦେଇଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାନ୍ଧୀନଗର ପୂଜା କମିଟି ପକ୍ଷରୁ ଅନ୍ନ ଭୋଗ ର ଆୟୋଜନ କରାଯିବ। ଏହା ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ସେହିପରି ଆସନ୍ତା ୧୩ ତାରିଖରେ ବିସର୍ଜନ ହେବ। ପୂଜା କମିଟି ପକ୍ଷରୁ କମିଟିର ମୁନା ବେହେରା, ରିଙ୍କୁ ଜେନା, ଶାନ୍ତି ସିମାଞ୍ଚାଲ , ମଣ୍ଟୁ ଆଚାରୀ ସମେତ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି। ନବରଙ୍ଗପୁର ବିଧାୟକ, ବରିଷ୍ଟ ପ୍ରଶାସନିକ ଅଧିକାରୀ ସମେତ ଗଣମାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ

Sunil Chandra Nayak

ଢେଙ୍କାନାଳ ଲକ୍ଷ୍ମୀବଜାରରେ ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦରବିଲି ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ ଭକ୍ତଙ୍କ ମନମୋହିଲା 

Sunil Chandra Nayak

ହମିରପୁରରେ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!