ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସହରରେ ଡେଙ୍ଗୁ ର କାୟା ବିସ୍ତାର 

ସହରରେ ଡେଙ୍ଗୁ ର କାୟା ବିସ୍ତାର 

 ରାଉରକେଲା / ସହରରେ ଡେଙ୍ଗୁ ଚିନ୍ତା ବଢାଉଥିବା ବେଳେ ସେକ୍ଟର ୫ସ୍ଥିତ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା କିଛି ବ୍ୟକ୍ତିଙ୍କୁ ଡେଙ୍ଗୁ ଜ୍ଜର ଗ୍ରାସ କରିଛି। ଏହି ସଂଖ୍ୟା ୬ କିମ୍ବା ୭ କୁ ବୃଦ୍ଧି ପାଇଛି ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ। ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା ଗ୍ୟାରେଜ ଗୁଡ଼ିକରେ ଅତ୍ୟଧିକ ଅଳିଆ ଆବର୍ଜ୍ଜନା ଗଚ୍ଛିତ ରଖିବା, ଜାଗା ଗୁଡିକ ଅଧିକ ସନ୍ତସନ୍ତିଆ ରହିବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏଥିପ୍ରତି ଆରଏସପି ର ସହର ପ୍ରଶାସନ ଓ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି। ଏଥିପାଇଁ ଆବଶ୍ୟକ ଜନସଚେତନତା ମଧ୍ୟ ଅଭାବ ରହିଛି। ଏହା ସମ୍ପର୍କରେ ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ୨୦୫ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ପୁଣି ବଢୁଛି କରୋନା..ଡିଜିସିଏର କଡ଼ା ଆଭିମୁଖ୍ୟ

ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର , ସଂଗୃହୀତ ହେଲା ୪୨ ୟୁନିଟ୍ ରକ୍ତ

Sunil Chandra Nayak

Leave a Comment

error: Content is protected !!