ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭୁବନେଶ୍ବର ଜନତା ମଇଦାନରେ ଯୋଗ ଦେଇ ଓଡିଶାର ଜନସାଧାରଣଙ୍କୁ ଭର୍ଚୁଆଲ ମଧ୍ୟାମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭରେ କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭୁବନେଶ୍ବର ଜନତା ମଇଦାନରେ ଯୋଗ ଦେଇ ଓଡିଶାର ଜନସାଧାରଣଙ୍କୁ ଭର୍ଚୁଆଲ ମଧ୍ୟାମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭରେ କଲେ

ନାରାୟଣପାଟଣା ହାଇସ୍କୁଲ ପଡ଼ିଆ ଠାରେ ପ୍ରଶାସନ ତରଫ ନାରାୟଣପାଟଣା ବ୍ଲକ ବିଭିନ୍ନ ଗ୍ରାମରୁ SHG ମହିଳା ଓ ହିତାଧିକାରୀ ମାନଙ୍କୁ ନେଇ ଏକ ଏଲିଡି ମାଧ୍ୟମରେ ଭୁବନେଶ୍ୱର ଠାରୁ ସିଧା ସଳଖ ପ୍ରସାରଣରେ ଯୋଗ ଦେଇ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାରେ ସାମିଲ ହୋଇ ମୋଦୀଜୀଙ୍କ ଅଭିଭାଷଣ ଶୁଣି ଶୁଣିଥିଲେ। ଏହି ସୁଭଦ୍ରା ଯୋଜନାରେ ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗଲାଦି ତ୍ରୀନାଥ, ବିଡ଼ିଓ ପୀୟୂଷ ଲହେର୍, CDPO ଇନ୍ଦୁମତୀ ପାଣିଗ୍ରାହୀ ଓ ନାରାୟଣପାଟଣା ସରପଞ୍ଚ ରେବତୀ କୁନ୍ଦାରିଆ ଏବଂ ଅନ୍ୟ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ ସଭାରେ ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ମାନଙ୍କ ଦ୍ଵାରା ନୃତ୍ୟ ପରିବେଶଣ କରିଥିଲେ। ଏହି ସମୟ ନାରାୟଣପାଟଣା ବ୍ଲକ ପ୍ରଶାସନ ତରଫରୁ ଚୟନ ହିତାଧିକାରୀ ମାନଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ପ୍ରଦାନ କରିଥିଲେ। ଯୋଗ ଦେଇଥିବା ସମସ୍ତଙ୍କ ପାଇଁ ଖାଇବା ଦେଇ ମୁଖ୍ୟ ମନ୍ତ୍ରୀ ବସରେ ଏବଂ ବିଭିନ୍ନ ଗାଡ଼ି ମାନଙ୍କରେ ନେଇ ଗାଁକୁ ଛାଡ଼ି ଦିଆଯାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ 

masiha

Leave a Comment

error: Content is protected !!