ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଣି ଲାଗିଲା ମାଉ ପୋଷ୍ଟର       

ପୁଣି ଲାଗିଲା ମାଉ ପୋଷ୍ଟର             

ରାୟଗଡା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁରୁ ବ୍ଲକରେ ମାଉଵାଦୀମାନଙ୍କର କିଛିଦିନ ନିରବତା ପରେ ଏଵେ ସକ୍ରୀୟ ହୋଇଊଠିଛନ୍ତି।ଆଜି ସକାଳୁ ହନୁମନ୍ତପୁରୁ ପଙ୍କାଳଗୁଡି ପୂର୍ତ୍ତ ଵିଭାଗ ରାସ୍ତା ଠାରୁ ହନୁମନ୍ତପୁର ବ୍ରିଜ ପର୍ଯ୍ୟନ୍ତ ମାଉ ପୋଷ୍ଟର ମରାଯାଇଥିବା ଲଲୋକମାନେ ଦେଖି ଭୟଭିତ ହୋଇଛନ୍ତି।ପୋଷ୍ଟରରେ ସିପିଆଇ(ମାଉବାଦୀ)ବାଘୁନା ଡିଭିଜନ ପକ୍ଷରୁ ଲେଖା ଯାଇଛି ଅସଲ ନାରୀ ମୁକ୍ତ ସମ୍ମାନ,ସମସ୍ତଙ୍କ ହାତକୁ କାମ,ଶିକ୍ଷା ଓ ଚିକିତ୍ସାର ଗ୍ୟାରେଣ୍ଟି,ମୌଳିକ ସମାଧାନ ପାଇଁ ନୂଆ ଗଣତନ୍ତ୍ର ଵିପ୍ଲବରେ ଯୋଗ ଦିଅନ୍ତୁ। କିଏ ଏହି ପୋଷ୍ଟର ମାରିଛି ତଦନ୍ତ କଲେ ସତ୍ୟାସତ ଜଣାପଡିଵ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଷ ପଈ ଯୁବକଙ୍କ ଆତ୍ମହତ୍ୟା 

Sunil Chandra Nayak

ଚିଟ୍ ଫଣ୍ଡ ଠକେଇ ମାମଲାରେ ବନ୍ଧୁଗାଁ ପୋଲିସ ଦ୍ବାରା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ 

Sunil Chandra Nayak

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,୫୦୫ ଲିଟର ଡିଜେଲ ଜବତ

Leave a Comment

error: Content is protected !!