ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ l ସମୟ ଚାରି ଘଣ୍ଟା l

ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ l ସମୟ ଚାରି ଘଣ୍ଟା l

ନବରଙ୍ଗପୁର:(୨୦|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବେଲଗାଁ ଗ୍ରାମ ପଞ୍ଚାୟତ ର ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ lଏବେ ବି ମାଟି ରାସ୍ତାରେ ଯାଉଛନ୍ତି ଲୋକେ l ରାସ୍ତା କଡରେ ବୋଲଡର ଗଦା ହୋଇ ଥିଲେ ହେଁ ରାସ୍ତା ଉପରେ ବିଛା ଯାଉନି କାହିଁକି ? ଏହା ମଧ୍ୟରେ କି ରହସ୍ୟ ଲୁଚି ରହିଛି, ରାସ୍ତା ନିର୍ମାଣ ରେ ବାଧା ସୃଷ୍ଟି ହେଉଛି, ତାହା ଜାଣି ହେଉନି l ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ର ଦୃଷ୍ଟି ପଡ଼ିବାକୁ ଜନ ସାଧାରଣରେ ଦୃଢ଼ ଦାବୀ ହେଉଛି l ପ୍ରକାଶ ଥାଉକି ରାସ୍ତା ସାରା ଖାଲ ଖମାଣରେ ଭରି ଯାଇଛି l ବର୍ଷା ହେଲେ ଯାତାୟତ ରେ ବାଧା ସୃଷ୍ଟି ହେଉଛି l

ମସିହା ନିୟୁଜ ସର୍ଭିସ୍ 

Related posts

ବିଦ୍ୟାଳୟ ମଧ୍ଯରେ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

masiha

ସ୍ବର୍ଗତ ଶିବରାମ ପାତ୍ରଙ୍କ ଦ୍ଵାଦଶ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

masiha

ଲକ୍ଷ୍ମୀପୁର ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!