ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ବ୍ୟବସାୟୀ ସୁନୀଲ ରଣାଙ୍କ ପରଲୋକ

ଯୁବ ବ୍ୟବସାୟୀ ସୁନୀଲ ରଣାଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଯୁବ ବ୍ୟବସାୟୀ ସୁନୀଲ ରଣା (୪୫)ଙ୍କର ପରଲୋକ ହୋଇ ଯାଇଛି l କିଛି ତଳେ ସେ ହଠାତ ଅସୁସ୍ଥ ହେବାରୁ ବିଶାଖାପାଟଣାର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା l ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l ଶନିବାର ତାଙ୍କର ପାର୍ଥିବ ଶରୀର ବିଶାଖାପାଟଣାରୁ ପହଞ୍ଚିଲା ପରେ ଅନ୍ତିମ ସଂସ୍କାର କରାଯାଇ ଥିଲା l ତାଙ୍କ ଭାଇ ଅନିଲ ଓ ପୁତ୍ର ସମୀର ମୁଖାଗ୍ନୀ ଦେଇଥିଲେ l ତାଙ୍କ ବିୟୋଗରେ ଅଂଚଳରେ ଶୋକରଛାୟା ଖେଳି ଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିଷାକ୍ତ ଦ୍ରବ୍ୟ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

ବଣାଇ ଜନପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ରାଉରକେଲା ରେ ନାଗରିକ ସମ୍ବର୍ଦ୍ଧନା

masiha

କ୍ରାନ୍ତି,ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସଲାମ୍‌ – ୨୦୨୬” ରେ ଆହ୍ୱାନ 

Sunil Chandra Nayak

Leave a Comment

error: Content is protected !!