ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ବ୍ୟବସାୟୀ ସୁନୀଲ ରଣାଙ୍କ ପରଲୋକ

ଯୁବ ବ୍ୟବସାୟୀ ସୁନୀଲ ରଣାଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଯୁବ ବ୍ୟବସାୟୀ ସୁନୀଲ ରଣା (୪୫)ଙ୍କର ପରଲୋକ ହୋଇ ଯାଇଛି l କିଛି ତଳେ ସେ ହଠାତ ଅସୁସ୍ଥ ହେବାରୁ ବିଶାଖାପାଟଣାର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା l ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l ଶନିବାର ତାଙ୍କର ପାର୍ଥିବ ଶରୀର ବିଶାଖାପାଟଣାରୁ ପହଞ୍ଚିଲା ପରେ ଅନ୍ତିମ ସଂସ୍କାର କରାଯାଇ ଥିଲା l ତାଙ୍କ ଭାଇ ଅନିଲ ଓ ପୁତ୍ର ସମୀର ମୁଖାଗ୍ନୀ ଦେଇଥିଲେ l ତାଙ୍କ ବିୟୋଗରେ ଅଂଚଳରେ ଶୋକରଛାୟା ଖେଳି ଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

masiha

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

Leave a Comment

error: Content is protected !!