ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ଷ୍ଟାଟିଷ୍ଟିକ ଆସିଷ୍ଟାଣ୍ଟ ଅଧିକାରୀ ଙ୍କ ବିୟୋଗ 

ଅବସର ପ୍ରାପ୍ତ ଷ୍ଟାଟିଷ୍ଟିକ ଆସିଷ୍ଟାଣ୍ଟ ଅଧିକାରୀ ଙ୍କ ବିୟୋଗ 

ମୟୂରଭଂଜ; -୨୭/୦୯ ( ମସିହା)ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ପଦଲାମପୁର ଗ୍ରାମ ର ଦୈତାରି ମହାରଣା ଙ୍କ ୮୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କ ସ୍ୱାସ୍ଥ୍ୟ ଖରାପ ହେତୁ ବାଲେଶ୍ୱର ମେଡିକାଲ ଚିକିତ୍ସା ହେଉଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ ଘଟିଛି।ସେ ଜାମଦା ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ୨୫ ବର୍ଷ ଷ୍ଟାଟିଷ୍ଟିକ ଆସିଷ୍ଟାଣ୍ଟ ଅଧିକାରୀ ଭାବେ ଚାକିରି କରିଥିଲେ। ୨୦୦୩ ମସିହାରେ ବେତନଟୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଅବସର ଗ୍ରହଣ କରିଥିଲେ। ସେ ଜଣେ ଧାର୍ମିକ,ମେଳାପି,କର୍ତ୍ତବ୍ୟ ନିଷ୍ଠା, ପର ଉପକରୀ ଥିଲେ। ମୃତ୍ୟୁ ବେଳେ ପାଖରେ ତାଙ୍କର ୧ ପୁଅ,୨ ଝିଅ,ବୋହୂ, ନାତି ନାତୁଣୀ,ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ।ତାଙ୍କ ମୃତ୍ୟୁ ରେ ଜାମଦା ବ୍ଲକ ଅଞ୍ଚଳ ଏବଂ ବେତନଟୀ ବ୍ଲକ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।ତେବେ ପାରମ୍ପରିକ ରୀତିନୀତି ଅନୁସାରେ ଶେଷାକୃତ ସମ୍ପର୍ଣ୍ଣ ହୋଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଦିବ୍ୟ ହୃଦୟ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ମିଳୁନି ଆହାର

masiha

ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୨ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ

masiha

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲା ବରିଷ୍ଠ ନାଗରିକ ମଞ୍ଚ

Sunil Chandra Nayak

Leave a Comment

error: Content is protected !!