ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିରବତୀ ମହିଳା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ପିରବତୀ ମହିଳା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଳକ ତେରେସିଂହା ସ୍ଥିତ ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଲେଜର ପ୍ରତିଷ୍ଠାତା ମୁରଲୀଧର ରଣା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ବିଇଓ ହୃଷିକେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରୀ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ l ଏଥିରେ ଅଧ୍ୟକ୍ଷ ଯଶୋବନ୍ତ ରଣା ସଭାପତିତ୍ୱ କରିଥିବା ବେଳେ ସାମାଜିକ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ପିଙ୍କି ଜାନି ମଞ୍ଚ ପରିଚାଳନା କରିଥିଲେ l ଶିକ୍ଷା ଅଧ୍ୟାପିକା ସୁଶ୍ରୀ ଇପ୍ସିତା ରଣା, ଇତିହାସ ଅଧ୍ୟାପକ ଭୁବନେଶ୍ୱର ଗହୀର, ସୁମନ୍ତ ରଣା, ହରେକୃଷ୍ଣ ସାହୁ, ପ୍ରସନ୍ନ ରଣା, ବିଳାସିନୀ ବାଗ ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜୁନାଗଡ଼ ବ୍ଲକ ପିଇଓ ସଂଘର କଳା ବ୍ୟାଚ ପରିଧାନ

Sunil Chandra Nayak

ଏନ୍ ଏସ ପି ସି ଏଲ୍ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ମୃତ୍ୟୁ ଘଟଣା,ଚାକିରି ଓ କ୍ଷତିପୂରଣ ପ୍ରଦାନ ପାଇଁ ସି ଆଇ ଟି ୟୁ ସହିତ ଚୁକ୍ତିନାମା ସ୍ବାକ୍ଷରିତ

masiha

ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳ ପକ୍ଷରୁ ଭକ୍ତିମୟ କାର୍ଯ୍ୟକ୍ରମ

Leave a Comment

error: Content is protected !!