ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା

ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା

ଶନିବାର ସକାଳ ୧୦ ଟା ରେ ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଗୋଲାମୁଣ୍ଡା ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଲିଙ୍ଗରାଜ ମେହେର ଙ୍କ ଭେଡେନ ବ୍ଲକ ରେ ବ୍ଲକ କୃଷି ଅଧିକାରୀ ପଦବୀ ରେ ପଦୋନ୍ନତି ଏବଂ ନରେନ୍ଦ୍ର ନାଏକ, ରଘୁନାଥ ଜାଲ, ଶକ୍ତି ସରାପ ତିନି ଜଣ ଭିଏଡବ୍ଲୁ ପଦରୁ ଉଗରଶର ପଦବୀ ରେ ପଦୋନ୍ନତି ହୋଇଥିବା ବେଳେ ଆଜି ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସଭା ରେ କୃଷି ଜ଼ିଲ୍ଲା ଅଧିକାରୀ ସଞ୍ଜୟ କୁମାର ପାତ୍ର, ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଗୁଣାକର ନାୟକ, ଅଜିତ କୁମାର ସାହୁ, ଆନନ୍ଦ ନିଆଲ, ରବୀନ୍ଦ୍ର ନାଏକ, ଜଗଜୀବନ ମାଝୀ, ବିଟିଏମ ଦେବାଶିଷ ଚାନ୍ଦ, ଏଟିଏମ ସୁବାଷ ରାଉତ, ଏଟିଏମ ଅଭିନ୍ନ ନାଏକ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାଉନସିଲରମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

masiha

ପ୍ରକୃତି କୋଳରେ ସପ୍ତଶଯ୍ୟାର ସୌନ୍ଦର୍ଯ୍ୟ

Sunil Chandra Nayak

ଜାରି ରହିଛି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳାବ୍ଯାଜ୍ ଧାରଣ

masiha

Leave a Comment

error: Content is protected !!