ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସଦ ଙ୍କ ଚିଠିର ଉତ୍ତର ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ

ସାଂସଦ ଙ୍କ ଚିଠିର ଉତ୍ତର ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ

ଗଣମାଧ୍ୟମକୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାର ସୂଚନା ଦେବାକୁ ନିର୍ଦ୍ଦେଶ ଜିଲାସ୍ତରୀୟ ବୈଠକରେ ବସି ଖବର ସଂଗ୍ରହ କରିବାରେ ଗଣମାଧ୍ୟମକୁ ଜିଲା ପ୍ରଶାସନର ବାରଣକୁ ନେଇ କୋରାପୁଂ ଏମ୍‌ପି ସପ୍ତ ସପ୍ତଗିରି ଶଙ୍କର ଉଲାକା ସେପ୍ଟେମ୍ବର ୨୪ରେ ମୁଖ୍ୟ ଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖ୍ ଅବଗତ କରିଥିଲେ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡା କୋରାପୁଟ ଜିଲାପାଳଙ୍କୁ ଚିଠି ଜରିଆରେ ସୂଚନା ଚନା ଦେବା ସହିତ ଏହାର ର ଏକ ନକଲ ଏମ୍‌ପି ମ୍‌ପି ଉଲାକାଙ୍କୁ ଦେଇଛନ୍ତି। ଧମକୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ସୂଚନା ବିଶେଷ ରୂପେ ପ୍ରଦାନ ଓ ଅବଗତ କରିବାକୃ ବାକୁ ଉକ୍ତ ଚିଠିରେ ନିର୍ଦ୍ଦେଶ ରହିଛି | ଯାହା ସେମାନଙ୍କ ସମୀକ୍ଷା ଗଣମାଧ୍ଯମକୁ ବୈଠକରେ ଯୋଗଦାନର ଇଚ୍ଛାକୁ ପୂରଣ ରଣ କରିପାରିବ ବୋଲି ଚିଠିରେ ଉ ଉଲେଖ ରହିଛି I ତେବେ ଏ ସମ୍ପର୍କରେ ଏମ୍‌ପି କହିଛନ୍ତି ଯେ ଏମ୍‌ପି ସପ୍ତଗିରି ଯେ, ପୂର୍ବର ବିଜେଡି ସର Iରକାର ଭଳିବର୍ତ୍ତମାନର ସରକାର ମଧ୍ୟ ଲୋକଲୋଚନକୁ ସତ୍ୟ ଆଣିବାକୁ ଚାହୁଁନାହାନ୍ତି। ସତ୍ୟ ଗୋପନ ରଖୁବା ଉଦ୍ଦେଶ୍ୟରେ ଚତୁରତାର ସହିତ ଏହିଭଳି ଚିଠି କରାଯାଇଥୁବା ଏମ୍‌ପି କହିଛନ୍ତି । ପାର୍ଲାମେଣ୍ଟ ଓ ବିଧାନସ ଅନସଭାରେ ଆଲୋଚନା ପାଇଁ ଗଣ ଚନାକୁ ଲୋକଲୋଚନକୁ ଆଣିବା ଗଣମାଧ୍ଯମକୁ ଯୋଗଦାନ ପାଇଁ ମିଳିଛି । ତେବେ ଜିଲାସ୍ତରୀୟ ସମୀକ୍ଷା ବୈଠକରେ କାହିଁକି ମିଳିବନି ଅନୁମତି ବୋଲି ଏମ୍‌ପି ଉଲାକ କହିଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରେସ ଦିବସ

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ୧୦୪୪ ହିତାଧିକାରୀଙ୍କୁ ୫ କୋଟି ୧୩ ଲକ୍ଷ ୬୯ ହଜାର ୨୦୦ ଟଙ୍କାର ସହାୟତା

masiha

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

Leave a Comment

error: Content is protected !!