ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସମ୍ପର୍କୀୟ ନାତୁଣୀ କୁ ଦୁଷ୍କର୍ମ ଉଦ୍ୟମ କରି ଅଜା ଗିରଫ

ସମ୍ପର୍କୀୟ ନାତୁଣୀ କୁ ଦୁଷ୍କର୍ମ ଉଦ୍ୟମ କରି ଅଜା ଗିରଫ

ବଳାଙ୍ଗୀର ଜିଲ୍ଲା ଆଗଲପୁର ରେ ପୁଣି ଲଜ୍ୟା ର ଘଟଣା l ଆଗଲପୁର ବ୍ଲକ ଅନ୍ତର୍ଗତ ବାଞ୍ଜିପାଳି ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା l ସମ୍ପର୍କୀୟ ନାତୁଣୀ କୁ ଦୁଷ୍କର୍ମ ଉଦ୍ୟମ କରି ଅଜା ଗିରଫ । ସକାଳୁ ନାବାଳିକା ଶୌଚ ପାଇଁ ଯାଇଥିବା ବେଳେ ଏକୁଟିଆ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା l ଘରକୁ ଆସି ନାବାଳିକା ଘର ଲୋକଙ୍କ ପାଖରେ ଘଟଣା କହିବା ପରେ ଆଗଲପୁର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ଆଗଲପୁର ପୋଲିସ ଅଜା ବିର କୁମ୍ଭାର (55) କୁ ଗିରଫ କରି କେଶ ନ. 189/2024 ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି l

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

masiha

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କ ଗଳା କାଟି ହତ୍ୟା ପରେ ଉତ୍ତେଜନା ବୃଦ୍ଧି

Sunil Chandra Nayak

ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ , ଚୋରା ଚାଳଣ ବେଳେ ବନପାଳଙ୍କ ଦ୍ଵାରା ଜବତ

Sunil Chandra Nayak

Leave a Comment

error: Content is protected !!