ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“କମ୍ପାନୀର ମାଲ ଦରିଆ ମେଁ ଡାଲ”

“କମ୍ପାନୀ କା ମାଲ ଦରିଆ ମେଁ ଡାଲ”

ବଡ଼ବିଲ:-ସତରେ ଏମିତି କଣ କମ୍ପାନୀର ପଇସା ଦରିଆରେ ପକା ଯାଏ ? ହେଲେ ନିର୍ଜୀଵ କମ୍ପାନୀର ଉଚ୍ଚକର୍ତ୍ତ୍ତୃପକ୍ଷ ଭାବନ୍ତି ସବୁ ଠିକ ଚାଲିଛି କିନ୍ତୁ କମ୍ପାନୀ ଉଚ୍ଚ ଆସନରେ ବସେଇଥିବା କେଇ ଅଫିସର ଏବଂ ଉଚ୍ଚପଦସ୍ଥ କର୍ମଚାରୀ ଦାୟିତ୍ୱ ନିର୍ଭାହ କରିବା ବଦଳରେ ଭକୁଆ ସାଜି ବସିବା ଭାରି ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ପାଆନ୍ତି ସମଗ୍ର ଖଣିବାସୀ।ରାଜ୍ୟର ପ୍ରମୁଖ ଦୁଇ ଜିଲ୍ଲାରେ ଥିବା କମ୍ପାନୀର ଖଣି ଏବଂ ଶିଳ୍ପ କେବଳ ନାମକୁମାତ୍ର ପ୍ରତିଷ୍ଠିତ ଭାରତ’ବର୍ଷରେ ନହେଲେ ଖଣିବାସୀଙ୍କ ମୁହଁରେ କେବଳ ଛି’ଛି ଶୁଣିବାକୁ ମିଳିବା ଘଟଣା କାହାକୁ ଅଛପା ନାହିଁ। ତଥାବି କମ୍ପାନୀ ସେହି ଅଫିସର ଏବଂ କର୍ମଚାରୀ ଆତ୍ମବିଭୋରର କୁପରିଣାମ ଆଜି ଏଭଳି ସ୍ଥିତି ଆଡକୁ ମୁହେଁଲାଣି ବୋଲି ଦେଖିବାକୁ ମିଳେ।ତେବେ ଉକ୍ତ କମ୍ପାନୀର ନିଜସ୍ୱ ଶଙ୍କରା’ଜାତୀୟ ଭୟଙ୍କର କର୍ମଚାରୀର ତେଲମରା’ଚାପୁଲିସ କାର୍ଯ୍ୟକଳାପରେ କମ୍ପାନୀର ମାନ’ଯଶରେ ଶୁଭଙ୍କର ପରିବର୍ତ୍ତେ ଦିନକୁ’ଦିନ କମ୍ପାନୀ ଭିତର ଅସଲ ଭାଣ୍ଡା ଖୋଲି ଭୟଙ୍କର କାରନାମା ଦୃଶ୍ୟମାନ ହୁଏ।ତେବେ ବୃହତ୍ତମ ତଥା ପ୍ରତିଷ୍ଠିତ କମ୍ପାନୀର ମହାଦୁର୍ନୀତି ଶହ’ଶହ କୋଟିର ଅସଲ ଖେଳ, ଏବେ ରାଜ୍ୟରେ ଖୋଲିବା ଆରମ୍ଭ ହୋଇଥିବା ବେଳେ କମ୍ପାନୀ ନିଜର ମୋନରଞ୍ଜନ କାର୍ଯ୍ୟକ୍ରମରେ କେବଳ ଫୋଟ ପ୍ରତିଯୋଗୀତା କରି,ଆଉ କେତେ ଦିନ ଉଚ୍ଚକର୍ତ୍ତ୍ତୃପକ୍ଷଙ୍କୁ ଭୁଆଁ ବୁଲାଇବ ଦେଖିବାକୁ ବାକି ନାହିଁ ବେସି ସମୟ।ତଥାବି ଏତେ ଘଟଣା ଘଟିବା ସୁଦ୍ଧା ସୁକିନ୍ଦାରେ ବଡପଣ୍ଡା ବଡ’ଭକୁଆ ସାଜି ବସିଥିବା ବେଳେ ଯୋଡ଼ାରେ କମ୍ପାନୀର ଅଣଓଡ଼ିଆ କିଛି ବୁଝି’ସୁଝି ନପାରି ତାଠାରୁ ବଡ’ଭକୁଆ ବନି, କମ୍ପାନୀର ମାଲ ଦରିଆ ମେଁ ଡାଲ ପରି କେଇ ଆୟୋଜନରେ ସହମତି ରୁହେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ 

Sunil Chandra Nayak

ବିଦ୍ୟାଳୟ ପକ୍ଷରୁ ଭୂମୀ ଦାତାଙ୍କୁ ସମ୍ମାନିତ କଲେ ଗ୍ରାମବାସୀ

masiha

Leave a Comment

error: Content is protected !!