ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ମହୋତ୍ସବରେ ଅରବିନ୍ଦ ସ୍କୁଲର ସଫଳତା 

ଶିଶୁ ମହୋତ୍ସବରେ ଅରବିନ୍ଦ ସ୍କୁଲର ସଫଳତା 

 ରାଉରକେଲା: ନାଟ୍ୟାନୁଷ୍ଠାନ ସ୍ପନ୍ଦନ ଆୟୋଜିତ ୧୯ତମ ଶିଶୁମହୋତ୍ସବ ରେ ସେକ୍ଟର -୫ ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ ର ଛାତ୍ର ଛାତ୍ରୀମାନେ ନାଟକ “ବନ୍ଧନ ” ପରିବେଷଣ କରିଥିଲେ l ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାରାଣୀ ବେହେରା ଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶନା ରେ ଏହି ନାଟକ ପରିବେଷଣ କରାଯାଇଥିଲା। ନାଟକ ଟି ବିଚାରକ ଙ୍କ ଦ୍ଵାରା ପ୍ରଶଂସିତ ହୋଇ ଛାତ୍ର ଅମନ ବେହେରା ଦ୍ବିତୀୟ ଶ୍ରେଷ୍ଠ ଅଭିନେତା , ସଂଗୀତ ରେ ଦ୍ବିତୀୟ ସ୍ଥାନ ଓ ଜୁରୀଙ୍କ ଦ୍ବାରା ସହ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ l ଏହା ବିଦ୍ୟାଳୟ ଓ ଅଭିଵାବକ ମହଲରେ ଆନନ୍ଦ ର ଲହରି ଖେଳାଇ ଦେଇଛି l ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ଶତପଥି ଏହି ପୁରସ୍କାର ଛାତ୍ର ଛାତ୍ରୀଙ୍କ ନାଟକ ପ୍ରତି ସମର୍ପିତ ଭାବକୁ ଦର୍ଶାଇବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିବା ସହ କମିଟି ମେମ୍ବର ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଙ୍ଗିରିପୋଷି ଘାଟିରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର

masiha

ଜାତୀୟ ବାଳିକା ଦିବସ ପାଳିତ 

masiha

ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!