ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ମେଡିକାଲ ସମ୍ମୁଖରେ ନୂତନ ପାଥୋଲାବ ଖୋଲାଗଲା

ଲକ୍ଷ୍ମୀପୁର ମେଡିକାଲ ସମ୍ମୁଖରେ ନୂତନ ପାଥୋଲାବ ଖୋଲାଗଲା

କୋରାପୁଟ:- ଲକ୍ଷ୍ମୀପୁର ମେଡିକାଲ ସମ୍ମୁଖରେ ନୂତନ ଭାବେ ନାରାୟଣୀ ମେଡିକାଲ ଷ୍ଟୋର ତରଫରୁ ପାଥୋଲାବ ଏବଂ ବିଶେଷଜ୍ଞ ଡାକ୍ତର ପରାମର୍ଶ କକ୍ଷ ଖୋଲାଗଲା। ପାଥୋଲାବର ମାଲିକ ହେମନ୍ତ କୁମାର ସାହୁ ( ମୁନ୍ନା ) କହିଛନ୍ତି କି ଏହା ଖୋଲିବା ଦ୍ଵାରା ଅଞ୍ଚଳର ଲୋକେ ଲକ୍ଷ୍ମୀପୁର ମେଡିକାଲ ହେଉ ଅବା ନାରାୟଣୀ ପାଥୋଲାବ ଦ୍ଵାରା ବିଶେଷଜ୍ଞ ଡାକ୍ତର ପରାମର୍ଶ କରି ରୋଗୀ ସ୍ବଳ୍ପ ଖର୍ଚ୍ଚରେ ନିକଟରେ ନିଜ ନିଜର ରୋଗକୁ ଭଲ ହୋଇପାରିବେ। ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ସବୁ ଠାରୁ କମ୍ ଟଙ୍କାରେ ନାରାୟଣୀ ପାଥୋଲାବ ଦ୍ଵାରା ସମସ୍ତ ପ୍ରକାରର ରକ୍ତ,ମଳ, ମୂତ୍ର,ଗର୍ଭ ଓ ଧାତୁ ପରୀକ୍ଷା କରାଇ ଅଳ୍ପ ସମୟରେ ମଧ୍ୟରେ ରୋଗ ଚିହ୍ନଟ ହୋଇପାରିବ ଜୋଦ୍ଵରା ରୋଗୀ ନିଜ ସ୍ଥାନରେ ରହି ରୋଗୀ ଭଲ ହୋଇପାରିବ ବୋଲି ନାରାୟଣୀ ପାଥୋଲାବ ମାଲିକ ହେମନ୍ତ କୁମାର ସାହୁ (ମୁନ୍ନା) ପ୍ରକାଶ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଵିଞ୍ଜଧର ଜଳପ୍ରପାତ ଉନ୍ନତିକରଣ ରେ ଦୁର୍ନିତି ର ଗନ୍ଧ ନେଇ ବିଜେପି ଫ୍ୟାକ୍ଟ କମିଟିର ପରିଦର୍ଶନ;ଵ୍ଯାପକ ଦୁନ୍ନିତିର ଗନ୍ଧ ନେଇ ଗର୍ଜିଲା ବିଜେପି; ଡିଏଫଓ ଲୁଚୁଛନ୍ତି; ଫଳକ ଅଛି, ଲେଖା ନାହିଁ;ସ୍ଥାନୀୟ ଶ୍ରମିକଙ୍କୁ କାମ ନାହିଁ

Sunil Chandra Nayak

ଧାମରା ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

Sunil Chandra Nayak

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର 

masiha

Leave a Comment

error: Content is protected !!