ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି କ୍ରୀଡା -୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ

ଚଇତି କ୍ରୀଡା -୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ 

ରାୟଗଡ:-ତା. ୨୭/୧୧- ରାୟଗଡ ଜିଲ୍ଲାର ଲୋକଉତ୍ସବ ଚଇତି -୨୦୨୪ ନିମନ୍ତେ ବିଭିନ୍ନ ଉପାସମିତ ର ବୈଠକ ଗୁଡିକର ପ୍ରସ୍ତୁତି ଓ ସଦସ୍ୟ ଗ୍ରହଣ ଚାଲୁରହିଛି l ଚଇତି କ୍ରୀଡା ଆୟୋଜନ ନିମନ୍ତେ ଆଜି ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଅଧ୍ୟକ୍ଷତlରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l 

 କମିଟର ଅଧ୍ୟକ୍ଷl ଉପଜିଲ୍ଲାପାଳ , ରାୟଗଡଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ତହସିଲଦାର ରାୟଗଡ, ପ୍ରିୟଦର୍ଶିନୀ,ଜିଲ୍ଲାକ୍ରୀଡା, ଅଧିକାରୀ ଶେଖ ଅlଲେନୁର, ଜିଲ୍ଲା ସଂସ୍କୃତି ଅଧିକlରୀ, ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ,ସୁଶ୍ରୀ ସୁସ୍ମିତା ବାଉରୀ, ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ନାୟକ,ଆଇନଜୀବୀ ବ୍ରଜକିଶୋର ନାୟକ,ଜଳନ୍ଧର ପୁଷିକା, ଅମରେନ୍ଦ୍ର ନାଥ,ଜଗଦିଶ ଦୋରା, ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ, ଭଜନଲାଲ ମାଝୀ, ସଦାଶିବ ତ୍ରିପାଠୀ, ଆଇଆନଜୀବୀ, ମହିଳା ମହାବିଦ୍ୟାଳୟର ଖେଳ ଶିକ୍ଷକ ରିତାରାଣୀ ମିଶ୍ର, ଶିବନାରାୟଣ ମିଶ୍ର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ l

ଚଳିତ ବର୍ଷ ଚଇତି କ୍ରୀଡାରେ ମାରାଥନ,ୱାକlଥନ, ଟ୍ରାୟ ସାଇକେଲ ରେସ, କବାଡି, ଭଲିବଲ, ବୋଡି ବିଲଡିଂ, ପାୱାର ଲିଫଟିଙ୍ଗ, ବ୍ୟlଡ଼ମୀଣ୍ଟନ,ସ୍ଲୋସାଇକେଲ ରେସ, ଓ ବାସ୍କେଟ ବୋଲ ପ୍ରତଯୋଗୀତା ଅନୁଷ୍ଠିତ ହେବ l ଚଇତି କ୍ରୀଡା ଆସନ୍ତା ୧୦ ଡିସେମ୍ବରରୁ ଆରମ୍ଭ ହୋଇ ୧୫ଡିସେମ୍ବର ସୁଦ୍ଧା ସରିବ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦକ୍ଷିଣାଞ୍ଚଳ ଆରଡିସି ଙ୍କ ସମୀକ୍ଷା

ଭିନ୍ନକ୍ଷମ ନିହାରିକାକୁ ସରକାରୀ ସହାୟତା ମିଳିବ କେବେ  ?

masiha

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!