ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଧାନମଣ୍ଡି ଉଦଘାଟିତ

ଜୁନାଗଡ଼ ଧାନମଣ୍ଡି ଉଦଘାଟିତ

ଜୁନାଗଡ଼, ୦୪/୧୨(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପେକ୍ସ ଅନ୍ତର୍ଗତ ଜୁନାଗଡ଼ ଧାନମଣ୍ଡି ଜୁନାଗଡ଼ ଆରଏମସି ପରିସରରେ ଉଦଘାଟିତ ହୋଇଯାଇଛି।ଉଦଘାଟନି ସଭାରେ ପେକ୍ସ ଅଧ୍ୟକ୍ଷ ତଥା ପୂର୍ବତନ ନଗରପାଳ ଶୁଧାଂଶୁ ବରାଡ଼ ଅଧ୍ୟକ୍ଷତା କରିଥିବାବେଳେ, ବିଡ଼ିଓ ଦେବାଶିଷ କର, ଆରଏସି ସମ୍ପାଦକ ଉଦିତ ବାବୁ, ବିସିସିବି ବେଙ୍କ ମେନେଜର ଅଞ୍ଜଳି ଖମାରୀ,ମଣ୍ଡି ନୋଡାଲ ଅଧିକାରୀ ସସ୍ମିତା ରାଉତ, ବୁଦ୍ଧିମାନ ପାତ୍ର, କାଳିଆ କନ୍ଦପାନ, ଅଜାମ୍ବିଳ ପୁଝାରୀ, ତ୍ରିଲୋକ୍ୟ ପାଣିଗ୍ରାହୀ, ଯଦୁନାଥ ଭାଟି ପ୍ରମୁଖ ମଞ୍ଚାସିନ ଥିଲେ।ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଧାନ କିଣାକୁ ସୁରୁଖୁରୁରେ କରାଯିବା ପାଇଁ ଅତିଥିମାନେ ପ୍ରକାଶ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା ଆଲୋଚନାଚକ୍ର.

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଶିବିର

masiha

ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ, ନୟନଙ୍କ ୧୧ଜଣିଆ ଟିମ୍‌ର ନାମାଙ୍କନ ଦାଖଲ

Sunil Chandra Nayak

Leave a Comment

error: Content is protected !!