ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଧାନମଣ୍ଡି ଉଦଘାଟିତ

ଜୁନାଗଡ଼ ଧାନମଣ୍ଡି ଉଦଘାଟିତ

ଜୁନାଗଡ଼, ୦୪/୧୨(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପେକ୍ସ ଅନ୍ତର୍ଗତ ଜୁନାଗଡ଼ ଧାନମଣ୍ଡି ଜୁନାଗଡ଼ ଆରଏମସି ପରିସରରେ ଉଦଘାଟିତ ହୋଇଯାଇଛି।ଉଦଘାଟନି ସଭାରେ ପେକ୍ସ ଅଧ୍ୟକ୍ଷ ତଥା ପୂର୍ବତନ ନଗରପାଳ ଶୁଧାଂଶୁ ବରାଡ଼ ଅଧ୍ୟକ୍ଷତା କରିଥିବାବେଳେ, ବିଡ଼ିଓ ଦେବାଶିଷ କର, ଆରଏସି ସମ୍ପାଦକ ଉଦିତ ବାବୁ, ବିସିସିବି ବେଙ୍କ ମେନେଜର ଅଞ୍ଜଳି ଖମାରୀ,ମଣ୍ଡି ନୋଡାଲ ଅଧିକାରୀ ସସ୍ମିତା ରାଉତ, ବୁଦ୍ଧିମାନ ପାତ୍ର, କାଳିଆ କନ୍ଦପାନ, ଅଜାମ୍ବିଳ ପୁଝାରୀ, ତ୍ରିଲୋକ୍ୟ ପାଣିଗ୍ରାହୀ, ଯଦୁନାଥ ଭାଟି ପ୍ରମୁଖ ମଞ୍ଚାସିନ ଥିଲେ।ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଧାନ କିଣାକୁ ସୁରୁଖୁରୁରେ କରାଯିବା ପାଇଁ ଅତିଥିମାନେ ପ୍ରକାଶ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅଦିନିଆ ବର୍ଷା ଓ ଝଡ ଯୋଗୁଁ ଫୁଣ୍ଡା ହନୁମାନ ମନ୍ଦିର ଉପରେ ଗଛ ଭାଙ୍ଗି ନଷ୍ଟ

Sunil Chandra Nayak

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ମନୋନୀତ

masiha

କଳାହାଣ୍ଡି:ଭିଜିଲାନ୍ସ ଜାଲରେ ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ 

masiha

Leave a Comment

error: Content is protected !!