ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁମୁଖି ପ୍ରତିଭା ସୁଦାମ ଚରଣ ବେହରାଙ୍କ ସୃତିଚାରଣ

ବହୁମୁଖି ପ୍ରତିଭା ସୁଦାମ ଚରଣ ବେହରାଙ୍କ ସୃତିଚାରଣ 

କଟକ : ଆଦର୍ଶ,ସୁନାମଧନ୍ୟ ଅବସରପ୍ରାପ୍ତ ଶିକ୍ଷକ,କବି, ଲେଖକ,ହୋମିଓପ୍ୟାଥିକ ଡାକ୍ତର ସୁଦାମ ଚରଣ ବେହେରାଙ୍କ ଏକାଦଶାହରେ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ସାହିତ୍ୟିକା ସରୋଜ ନଳିନୀ ପରିଜା, ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ,ସମ୍ପାଦକ ସଙ୍ଗଠକ ନାରାୟଣ ଚନ୍ଦ୍ର ମହାନ୍ତି,ବରିଷ୍ଠ ସାମ୍ବାଦିକ ବୁଲେଇ ବେହେରା ଓ ପରିବାର ବର୍ଗ, ସ୍ଥାନୀୟ ବାସିନ୍ଦା ସ୍ଵର୍ଗତ ବେହେରାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ 

ଗୋଲାମୁଣ୍ଡା ବ୍ଲକରେ ଧଳା ସୁନାର କଳା କାରବାର , ମଣ୍ଡି ସମସ୍ୟା ଯୋଗୁ କପା ଚାଷୀ ଅଭାବୀ ବିକ୍ରିର ଶିକାର

masiha

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

masiha

Leave a Comment

error: Content is protected !!