ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁମୁଖି ପ୍ରତିଭା ସୁଦାମ ଚରଣ ବେହରାଙ୍କ ସୃତିଚାରଣ

ବହୁମୁଖି ପ୍ରତିଭା ସୁଦାମ ଚରଣ ବେହରାଙ୍କ ସୃତିଚାରଣ 

କଟକ : ଆଦର୍ଶ,ସୁନାମଧନ୍ୟ ଅବସରପ୍ରାପ୍ତ ଶିକ୍ଷକ,କବି, ଲେଖକ,ହୋମିଓପ୍ୟାଥିକ ଡାକ୍ତର ସୁଦାମ ଚରଣ ବେହେରାଙ୍କ ଏକାଦଶାହରେ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ସାହିତ୍ୟିକା ସରୋଜ ନଳିନୀ ପରିଜା, ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ,ସମ୍ପାଦକ ସଙ୍ଗଠକ ନାରାୟଣ ଚନ୍ଦ୍ର ମହାନ୍ତି,ବରିଷ୍ଠ ସାମ୍ବାଦିକ ବୁଲେଇ ବେହେରା ଓ ପରିବାର ବର୍ଗ, ସ୍ଥାନୀୟ ବାସିନ୍ଦା ସ୍ଵର୍ଗତ ବେହେରାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶାନ୍ତି ସ୍ଥାପନ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

Sunil Chandra Nayak

ସରକାରୀ ପଞ୍ଜିକୃତ ହେଲା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ଓ ଅସହାୟ ବୃଦ୍ଧବୃଦ୍ଧାଙ୍କ ସେବାକୁ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!