ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସମାଜସେବୀ କୈଳାସ ନାଥ ପତିଙ୍କ ବିୟୋଗରେ ଶୋକ 

ବରିଷ୍ଠ ସମାଜସେବୀ କୈଳାସ ନାଥ ପତିଙ୍କ ବିୟୋଗରେ ଶୋକ 

କଟକ : କଟକ ସଦର ଦେଉଳି ଗ୍ରାମର ପୂର୍ବତନ ବାଲୁଙ୍କେଶ୍ୱର ମନ୍ଦିର ପରିଚାଳନା କମିଟିରର ସଭାପତି ପୂର୍ବତନ କଳପଡା ପଞ୍ଚାୟତର ସମ୍ପାଦକ ଗ୍ରାମ ମୁରବୀ କୈଳାସ ନାଥ ପତିଙ୍କର ହୃଦଘାତରେ ଵିୟୋଗ ଘଟିଛି । ସେ ଜଣେ ସରଳ ଦରଦୀ ହୃଦୟର ବ୍ୟକ୍ତି ଭାବେ ସାରା ଅଂଚଳରେ ଜଣାଶୁଣା ବ୍ୟକ୍ତିଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ କଳପଡାର ଅର୍ଜୁନି ପତିରମେଶ ଚନ୍ଦ୍ର ପତି, ଅଶୋକ ପତି,ଗୌରମୋହନ ପତି,ଟୁବୁଲି ପତି,୪୨ ମୌଜା ବିକାଶ ପରିଷଦର ସମ୍ପାଦକ ସାହିତ୍ୟିକ ସନ୍ତୋଷ ପତି,ରଜନୀକାନ୍ତ ପତି,ପ୍ରଭାସ ପଣ୍ଡା,ବିଚିତ୍ର ନନ୍ଦ,ଅଧର ନାୟକ, ପ୍ରଭାତ କୁମାର ମିଶ୍ର,ପାକୁନା ପତି, ଟାପୁନା ପତିମନମୋହନ ପତି ପ୍ରଫୁଲ କୁମାର ଭୋଇ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଝିଅ,ଜ୍ୱାଇଁ,ନାତି, ନାତୁଣୀ,ନାତୁଣୀ ଜ୍ୱାଇଁ ଓ ଭଣଜା ପ୍ରମୁଖ ଉପସ୍ଥିତ ଥିଲେ । ପୁତ୍ର ସଂଗ୍ରାମ କିଶୋର ପତି ମୁଖାଗ୍ନି ଦେଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

masiha

କଦଳିମୁଣ୍ଡା ରେ ବିଶାଳ ଆଦିବାସୀ ମେଳି

masiha

ଚାଷୀଙ୍କ ଋଣ ଟଙ୍କା ଦେବାରେ କେସିସି ବ୍ୟାଙ୍କ ଦ୍ୱାରା ବିଳମ୍ବ ଘଟଣା, ଗଣମାଧ୍ୟମ ଖବର ପ୍ରକାଶ ପରେ ଟଙ୍କା ପାଇଲେ ଚାଷି 

Sunil Chandra Nayak

Leave a Comment

error: Content is protected !!