ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେଵ ପରିଡ଼ା ଙ୍କ ଭଜନ

ଭଜନ

ସହଦେଵ ପରିଡ଼ା

 

ପ୍ରଭୁ ଚକାନୟନ ଅଗତିର ଗତି

ତୁମେ ଦୁଖ ନାଶନ

ପ୍ରଭୁ ଚକାନୟନ ଅଗତିର ଗତି

ତୁମେ ଦୁଖ ନାଶନ ।

ତୁମରି ଦାଣ୍ଡରେ ବସି ଅଛି ପ୍ରଭୁ

ତୁମକୁ ଆସରା କରି

ତୁମେ ଦୟାକଲେ ଏ ଭବ ସାଗରୁ

ତୁମେ କରି ଦେବ ପାରି

ହେ କଳା ବଦନ କର ଦୁଖ ନାଶନ

ପ୍ରଭୁ ଚକାନୟନ,,,,,,(୧)

ତୁମ ନାମ ନାଥ ଗାଇଵୁଲୁଥିବି

ତୁମରି ବଡ଼ ଦାଣ୍ଡରେ

ତୁମ ଭକତଙ୍କ ସଙ୍ଗେ ସଙ୍ଗୀ ହେଉ ଥିଵି,କରିତୁମ ଗୀତ ଗାନୟନ

ହେ ପ୍ରଭୁ କଳା ଵଦନହେ ପ୍ରଭୁ

ଚକାନୟନ,,,,,।।

Related posts

ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ରୁ ପାଣି ପମ୍ପ ଚୋରି ଉଦ୍ୟମ

Sunil Chandra Nayak

ମିନତି ଦାଶ ଙ୍କ କବିତା ଏକାନ୍ତ ଆକାଶର ଜହ୍ନ

Sunil Chandra Nayak

ଲାୟନ୍ସ କ୍ଲବ ନବରଙ୍ଗପୁର ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!