ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅଭ୍ୟାସ ଟେକ୍ନୋ ସ୍କୁଲରେ କ୍ରୀଡା ପ୍ରତିଯୋଗିତା 

ଅଭ୍ୟାସ ଟେକ୍ନୋ ସ୍କୁଲରେ କ୍ରୀଡା ପ୍ରତିଯୋଗିତା 

ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁରରେ ଆଜି ତା-୧୫-୧୨-୨୦୨୪ ରେ ପ୍ରତିଯୋଗିତାର ଶେଷ ଦିନ । ଏହି ତୃତୀୟ ଦିନରେ ମୁଖ୍ୟ ଆକର୍ଷଣ ଥିଲା ଏହାର ପିଲାଙ୍କ ସହ ମାଆ ମାନେ ମଧ୍ୟ ଖେଳିଥିଲେ । ତାଙ୍କ ମୁହଁର ହସ ଏବଂ ତା’ର ଆନନ୍ଦ ଦେଖିବାର ଯୋଗ୍ୟ ଥିଲା । ମାଆ ମାନଙ୍କୁ ବିଭିନ୍ନ ଖେଳରେ ଖେଳାଯାଇଥିଲା । ଅଭ୍ୟାସର ଶିକ୍ଷକ ଶିକ୍ଷୟତ୍ରୀ ମଁ। ମାନଙ୍କ ସହ ହଜିଯାଇଥିଲେ । ଅଭ୍ୟାସ Event meneger ମନ୍ମଥ ଲିମା ଏହି ସବୁ କୁ ପରିଚାଳନା କରି ଥିଲେ । ବିଭିନ୍ନ ପ୍ରକାର ଷ୍ଟେଲ ମଧ୍ୟ ହୋଇଥିଲା । ବିଭିନ୍ନ ନାଚ ଗୀତ ମାଧ୍ୟମରେ ଅତିଥିଙ୍କୁ ସ୍ଵାଗତ କରାଯାଇଥିଲା । ଛୋଟ ଛୁଆଙ୍କ ଆଜି ପିକ୍ ନିକ ହୋଇଥିଲା ତା’ର ନାମ ALFRESCO ଦିଆଯାଇଥିଲା । ଏହି ଖେଳ ସହ ସେମାନଙ୍କର ପିକ୍ନିକ୍ ମଧ୍ୟ ହୋଇଥିଲା ।

ଅପରାହ୍ନ ରେ ଏଠାରେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ରୂପେ ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗୋମାଙ୍ଗ,NAC vice Chairman ଶିବ ପ୍ରସାଦ ଗଉଡ଼ ମହୋଦୟ ରହି ସମସ୍ତ ପିଲାଙ୍କୁ ପୁରସ୍କାର ଅର୍ପଣ ସହ ଏହାର ପରି ସମାପ୍ତି କରି ଥିଲେ ।

ବିଭିନ୍ନ ନାଚ ଗୀତ ସହ ଏହି କାର୍ଯ୍ୟକ୍ରମ ରେ ମାଆ ମାନେ ଆନନ୍ଦ ଅନୁଭବ କରି ଥିଲେ ।ପୁରା ଦିନ ଏମିତି ଖେଳି ମଧ୍ୟ ଥକି ନ ଥିଲେ ଅଭିଭାବକ ।ଏହି ସବୁ ର ମୁଖ୍ୟ ପୁରୋଧା ଥିଲେ ଅଭ୍ୟାସ ପ୍ରିନ୍ସିପାଲ୍ ଶ୍ରୀ ଦିବ୍ୟ ଦେବାଶିଷ ଡୁବେ।ସେକ୍ରେଟାରୀ ଲାଡି ଟୁକାରମ୍ ଶେଷରେ ଧନ୍ୟବାଦ୍ ଅର୍ପଣ କରି ଥିଲେ ଅତିଥି ଗଣ ଙ୍କୁ ।ଏହି କାର୍ଯ୍ୟକ୍ରମ କୁ ମେନେଜେର ଗାୟତ୍ରୀ ପଣ୍ଡା ସମ୍ପୂର୍ଣ ଦାୟିତ୍ଵ ଗ୍ରହଣ କରି କାର୍ଯ୍ୟ କୁ ସୁଚାରୁ ରୂପେ ଶେଷ କରି ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ବଲାଙ୍ଗୀର କୁ ହରାଇ ଭବାନୀପାଟଣା ବିଜୟୀ

masiha

ବାବନ୍ଧ ରେ ୪୯ ତମ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଦିବାରାତ୍ରୀ ରାଜ୍ୟ ସ୍ତରୀୟ ନକଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗିର ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!