ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ୱ 

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ୱ 

ଜୁନାଗଡ଼,୧୬/୧୨(ମ ନି ସ)କଳାହାଣ୍ଡି ଜିଲ୍ଲା ମୋଟେର _ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ଚାହାରବାହାଲ ପଖନାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦସଡକ ଦୁର୍ଘଟଣା । ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ହେବାରୁ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ବର ହୋଇଚିକିତ୍ସାଧୀନ ଥିବା ଜଣା ପଡିଛି। ଗୃତୁତ୍ଵ ର କୁ ଜୁନାଗଡ ଡାକ୍ତର ଖାନ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ କ୍ଷତି ପୂରଣ ଦାବିରେ ମୃତକ ଙ୍କ ଶବ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

 ସୂଚନା ଅନୁସାରେ ଦେଉଣ୍ଡି ରାମ ପଡ଼ା ର ଈଶ୍ୱରୀ ସିଂ( ୫୫) ଓ ସ୍ତ୍ରୀ ସଭ୍ୟା ସିଂହ କୋୖଣସି କାମ ନେଇ ଚାହାରବାହାଲ କୁ ଯାଇଥିଲେ, ଫେରିବା ସମୟରେ ମଣ୍ଡି ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାମୁହି ଧକା ହୋଇଥିଲା ଘଟଣା ସ୍ଥଳରେ ସ୍ବାମୀ ଈଶ୍ୱର ସିଂ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସବ୍ୟାରଣୀ ସିଂ ଙ୍କୁ ଗୁରୁତର ଅବସ୍ଥାରେ ଜୁନାଗଡ ଡାକ୍ତର ପଠାଯାଇଥିଲା ।ଅନ୍ୟ ପକ୍ଷେ ଚାରବାହାଲ ର ତିନିଜଣ ଯୁବକ ଦୁର୍ଘଟଣା ଘଟାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଗ୍ରାମବାସୀ ଓ ସମ୍ପର୍କୀୟ ରାସ୍ତା ଉପରେକ୍ଷତିପୂରଣ ଦାବିନେଇ ଶବ ରଖି ରାସ୍ତା ଅବରୋଧ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କଟକ ରେ ଗଞ୍ଜାମ ର ଛଅ ଜଣ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

masiha

ଧବଳେଶ୍ୱର ଉଚ୍ଚ ବିଦ୍ୟାପୀଠ ଦେପୁର 5T ରେ ସାମିଲ

Sunil Chandra Nayak

Leave a Comment

error: Content is protected !!