ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟନ୍ତପୁର ଠାରେ ତ୍ରିଲୋଚନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

ଧର୍ମଗଡ ବ୍ଲକ ଜୟନ୍ତପୁର ଠାରେ ତ୍ରିଲୋଚନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ଧର୍ମଗଡ ଦୁଇ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରାସାଦ ଜୁଏଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ପତାକା କୁ ସମ୍ମାନ ଜଣାଇ ଦେଶ ମାତୃକା ର ସେବା ପାଇଁ ସମସ୍ତେ ବ୍ରତୀ ହେବା ପାଇଁ ତ୍ରିଲୋଚନ ଚାରିଟେବୁଲ ଟ୍ରଷ୍ଟ ର ଚେୟାରମ୍ୟାନ ତ୍ରିଲୋଚନ ବାଗ ଏହି ଅବସରରେ ଆହ୍ଵାନ ଦେଇଥିଲେ। ଟ୍ରଷ୍ଟର ଡାଇରେକ୍ଟର ସରୋଜିନୀ ବାଗ, ସଭାପତି ତୀର୍ଥ ନାଗ, ଉପ ସଭାପତି ରିଖିରାମ ବାରିକ,ସଂପାଦକ ଟହକାନ୍ତ ବାଗ, ସଭ୍ୟ ଅନିରୁଦ୍ଧ ଦୁରିଆ, ପର୍ଶୁରାମ ଦୁରିଆ, ହିରାଧର ମାଝୀ, ଶ୍ୟାମ ସୁନ୍ଦର ଗୋପାଳ, ପ୍ରତାପ ପଟେଲ, ଦୁଃଖିରାମ ପଟେଲ, ମଧୁ ଗୋପାଳ, କରୁଣାକର ବାଗ, ଦୁଶିଲା ସୁନାନୀ, ସଞ୍ଜୟ ବାଗ, ହିମାଞ୍ଜଳି ବାଗ, ବାରିଜା ବାଗ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମସିହା ପ୍ରଭାବ –  ସାପୁଆ କୁ ମିଳିଲା ସରକାର ଙ୍କ ୫୦ଲକ୍ଷ ଟଙ୍କାର ଅର୍ଥ ଅନୁଦାନ

Sunil Chandra Nayak

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

masiha

Leave a Comment

error: Content is protected !!