ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ମଣ୍ଡି ଉଦ୍ଘାଟିତ 

ଧାନ ମଣ୍ଡି ଉଦ୍ଘାଟିତ 

ରାୟଗଡା /ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଗଜବାହାଲ ନିୟନ୍ତ୍ରଣ ବଜାର କମିଟି (ଆର ଏମ୍ ସି ) ଠାରେ ଧାନ ମଣ୍ଡି ଉଦ୍ ଘାଟନ କରାଯାଇଛି। ଏହି ଧାନ ମଣ୍ଡି କୁ ବିଷମକଟକ ତହସିଲଦାର କେ ଭେଙ୍କଟଶ୍ୱର ରେଡି ଉଦ୍ ଘାଟନ କରିଛନ୍ତି। ଏହି ଉଦ୍ ଘାଟନ ସମୟରେ ସ୍ଥାନୀୟ ସରପଞ୍ଚ, ବିଷମକଟକ ସରପଞ୍ଚ , ଯୋଗାଣ ବିଭାଗର ଅଧିକାରୀ ଦେବଦତ୍ତ ଲେଙ୍କା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ,ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ, ସମବାୟ ସମିତିର କର୍ମଚାରୀ , ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ,ତତ୍ ସହିତ ସମସ୍ତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ପରିଚାଳନା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନର୍ଲା କିନ୍ନର ମହାସଙ୍ଘ ତରଫରୁ ମା ମଞ୍ଜୁ ଦୁର୍ଗା ପରିବାରକୁ ଅର୍ଥ ସହଯୋଗ

Sunil Chandra Nayak

ରାୟଗଡ଼ା ଜିଲ୍ଲାରେ “ଆସ ଖେଳିବା ଆସ ଶିଖିବା” କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

କାମାକ୍ଷାନଗର କେଭିର ପ୍ରଥମ ବାର୍ଷିକ ଉତ୍ସବ ପାଳନ , ଉତ୍କର୍ଷତା ପାଇଁ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!