ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଖୋଳ କରି ଚାଲି ଯିବେ ଡେପୁଟେସନଧାରୀ”ଖଣି ବିଭାଗରେ ଅଲାଜୁକ ଆଲୋକ କିଏ ?

“ଖୋଳ କରି ଚାଲି ଯିବେ ଡେପୁଟେସନଧାରୀ”ଖଣି ବିଭାଗରେ ଅଲାଜୁକ ଆଲୋକ କିଏ ?

ବଡ଼ବିଲ:-ରାଜ୍ୟ ଖଣି ମୁଖ୍ୟାଳୟର ଅଧୀନରେ ଥିବା କେଇ ଗୁଡିଏ ଶାଖା ଗତ କିଛିବର୍ଷ ଧରି ସମ୍ପୂର୍ଣ୍ଣ ସଙ୍କଟରେ ଚାଲିଥିବା ତଥ୍ୟ ହାତରେ ଲାଗେ।ଠିକ ସେହିଭଳି ଯୋଡ଼ା ଏବଂ କୋଇଡା ଖଣିବିଭାଗର ଅବସ୍ଥା ତଥା କାର୍ଯ୍ୟରେ ସ୍ୱଛତାକୁ ପଛରେ ପକାଇ,କେଇ ଡେପୁଟେସନଧାରୀ ଦଲାଲ ଖଣି କର୍ମଚାରୀ ତିଳ’ତିଳ କରି ଲୁଟ କରିବରେ ଲାଗିଛନ୍ତି ବୋଲି ସମଗ୍ର ଖଣି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜଧାନୀ ଅଫିସର ତଥା ଗାଲୁଆ ଅଫିସରକୁ ସେପରି କୌଣସି ଫରକ ନାହିଁ ବୋଲି ଏଯାଏ ଡେପୁଟେସନରେ ଆସିଥିବା ମଧ୍ୟରୁ ଆଲୋକ ଜ୍ୟୋତି ରାଉତର(କିରାଣୀ)ଡେପୁଟେସନ ସରେନା।ତେବେ ଦେଖିବାକୁ ଗଲେ , ଦୀର୍ଘ ତିନିବର୍ଷରୁ ଉର୍ଦ୍ଧ୍ୱ ଦିନଧରି ଆଲୋକକୁ ଯଦି ଖଣିବିଭାଗରେ ଡେପୁଟେସନ କରି ରଖିବାର ଥିଲା ତେବେ ଡେପୁଟେସନ କରିଥିବା ଅଲାଜୁକ ଅଫିସରକୁ କିଛି ମାଲୂମ ନାହିଁ ଯେ ବଦଳି ପକ୍ରିୟା କରି ସିଧାସଳଖ ଆଲୋକକୁ ଯୋଡ଼ା ଖଣିବିଭାଗରେ ନିଯୋଗ କରିବାର ଥିଲା।ହେଲେ ସରକାରଙ୍କ ବଦଳି ପକ୍ରିୟାରେ ନିୟମ ଅନୁଯାୟୀ ଏକ ବିଭାଗେ ତିନିବର୍ଷ ରହିଥିବା ବେଳେ ଡେପୁଟେସନରେ କୌଣସି ଅବଧି ନଥିବାର ସୁଯଗର ଲାଭ ଉଠାଇବାରେ ଅଲାଜୁକ ଆଲୋକ କିରାଣୀ,ପକେଟ ଗୁଞ୍ଜା ତଥା ତେଲମରା ନୀତି ଆପଣେଇ ଯୋଡ଼ା ବିଭାଗରେ ତିଷ୍ଠି ରହିଥିବାର ଏଯାଏ ବିଭାଗୀୟ ଚର୍ଚ୍ଚାରୁ ଯାହା ଜଣାପଡେ।ହେଲେ ବଡ ଆଶ୍ଚର୍ଯ୍ୟର ବିଷୟ ଯାହା ଆଶ୍ଚର୍ଯ୍ୟ କରିଲା ଭଳି ସୂଚନା ହସ୍ତଗତ ହୋଇଛି ଯେ କାହାର ଦୟା କିମ୍ବା ସୁପାରିଶରେ ଏହି ଡେପୁଟେସନରେ ଆସିଥିଲେ ମଧ୍ୟ ଆଲୋକକୁ ଯୋଡ଼ା ଖଣିବିଭାଗର ପ୍ରମୁଖ ଦାୟତ୍ୱରେ ବସେଇ ଦେଇଥିବା ବେଳେ ଡେପୁଟେସନ ଅବଧି କେବେ ସରିବ ଯାହା କୌଣସି ଅଲାଜୁକ ଅଫିସରକୁ ଜଣା ନାହିଁ ବୋଲି ବିଭାଗକୁ ଖୋଲ କରି, ଚାଲି ଯିବା ଥୟ ବୋଲି ବୁଦ୍ଧିଜୀବିଙ୍କ ଆକଳନରୁ ଜଣାପଡେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

masiha

ରାଇରଙ୍ଗପୁର ବ୍ଳକ ; ପୋଖରିଢିପା ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ; ଲକ୍ଷ୍ମୀ ବସ ହେବାରୁ ଗ୍ରାମବାସୀ ବଞ୍ଚିତ

masiha

ବିଜେଡି ପ୍ରତି ବିଶ୍ୱାସ ଜାହିର କଲେ ସୁନାବେଡା ର ଜନଜାତି ଓ ସୁନାବେଡା ର ଅଧିବାସୀ ଭୋଟର

Sunil Chandra Nayak

Leave a Comment

error: Content is protected !!