ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତ୍ତି କାରିଗରଙ୍କ ଘର ଭିତରୁ ଚାରି ଫୁଟର ନାଗ ସାପ ଉଦ୍ଧାର 

କାମାକ୍ଷାନଗର (ମନିସ )10/8/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର NAC ସ୍ଥିତ ଆଠ ନମ୍ବର ୱାର୍ଡ ର କୁମ୍ଭାର ସାହିରେ ଆଜି ସନ୍ଧ୍ୟା ସମୟରେ ମୃତ୍ତି କାରିଗର ବସନ୍ତ ପରିଡାଙ୍କ ଘରୁ ଚାରି ଫୁଟର ନାଗ ସାପ ଉଦ୍ଧାର ହୋଇଛି, ସୂଚନା ମୁତାବକ ଆଜି ଗୁରୁବାର ସନ୍ଧ୍ୟା 6:30 ସମୟରେ ମୃତ୍ତି କାରିଗର ବସନ୍ତ ପରିଡାଙ୍କ ବଡ ପୁଅଙ୍କ ସିଡ଼ି ଘରେ ନାଗ ସାପକୁ ଦେଖିଥିଲେ ନାତୁଣୀ ଏବଂ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଡାକି ଜଣାଇଥିଲେ ଓ ପରିବାର ଲୋକ ସଙ୍ଗେ ସଙ୍ଗେ snack help line କୁ ଫୋନ ମାଧ୍ୟମରେ ଜଣାଇଥିଲେ, snack help line ର ତିନି ଜଣ ସଦଶ୍ୟ ଆସି ସାପ ଟି କୁ ଉଦ୍ଧାର କରିଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମଣିଷ ବଦଳରେ ମେସିନ କରୁଛି କାମ

Sunil Chandra Nayak

ରାୟଗଡ଼ ବ୍ଳକର ତ୍ରୟୋଦଶ ସମିତି ବୈଠକ ଅନୁଷ୍ଠିତ

masiha

ବାମନଘାଟୀ ସାଂସ୍କୃତିକ ପରିଷଦ, ସମାଜ ପାଠକ ମଞ୍ଚ, ସେବାସ୍ତମ୍ଭ ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!