ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମିନୀ ରାଉତ ଙ୍କ ଏକାଦଶ ଶ୍ରଦ୍ଧାଞ୍ଜଳି ସଭା

ଜାମିନୀ ରାଉତ ଙ୍କ ଏକାଦଶ ଶ୍ରଦ୍ଧାଞ୍ଜଳି ସଭା

ଢେଙ୍କାନାଳ: ରାଧା କୃଷ୍ଣ ବଜାର ର ଜାମିନୀ ରାଉତ ଙ୍କ ଏକାଦଶ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ପୁଅ ବୋହୁ ଝିଅ, ଜ୍ୱାଇଁ ପରିବାର,ବନ୍ଧୁ ବାନ୍ଧବ, ଓ ସାହି ବାସିନ୍ଦା ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଥିଲେ। ସେ ଜଣେ ମେଳାପି ଓ ମିଷ୍ଟଭାଷୀ ମହିଳା ଥିଲେ। ଆବ୍ରିଭାବ ୨୬/୦୫/୧୯୮୦ ତିରୋଧାନ ୧୦.୧୨.୨୦୨୪ ରେ ହୋଇଥଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସଡକ ପରିବହନ ଶ୍ରମିକ ଫେଡେରେସନ ର ୧୩ ତମ ରାଜ୍ୟ ସମ୍ମୀଳନୀ ଅନୁଷ୍ଠିତ

masiha

ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସମାଜସେବୀ ପାଇଁ  ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା 

masiha

ନିରିହ ଓ ଗରିବ ଲୋକଙ୍କ ସେବା ପାଇଁ ସ୍ବତନ୍ତ୍ର ପଦକ୍ଷେପ,ସହ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବି ; ଅକ୍ଷୟ କୁମାର ନାଏକ

Leave a Comment

error: Content is protected !!