ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମ୍ପାଦିତ

ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମ୍ପାଦିତ

ଆଦ୍ୟ ତା – ୨୦.୧୨.୨୦୨୪ ରିଖରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ “ପ୍ରିୟ” ର ମିଲିତାନୁକୁଲ୍ୟରେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେଗା ଠାରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। “ପ୍ରିୟ” ର ନିର୍ଦ୍ଦେଶକ ଟଙ୍କଧର ବାରିକ ଓ କ୍ରୀଡା ଶିକ୍ଷକ ଅକ୍ଷୟ କୁମାର ଲେଙ୍କା କ୍ରୀଡା କୁ ପରିଚାଳନା କରିଥିଲେ। ଏଥି ସହିତ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବବ୍ରତ ମହାରଣା , ଓ ପ୍ରିୟ ର କର୍ମକର୍ତ୍ତା ସ୍ୱାଗତିକା ରାଉତ, ଅନ୍ନପୂର୍ଣା ଧଳ, କୁସୁମିତା ବାଗ , ପର୍ଶୁରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ ଓ ଶେଷରେ ବିଜେତା ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭୁବନେଶ୍ୱର ଗସ୍ତ

Sunil Chandra Nayak

ବିଷମକଟକର ପୁଅ ମନ୍ମୟ ଯିବେ ଥାଇଲାଣ୍ଡ ଅନ୍ତର୍ଜାତୀୟ ସଫ୍ଟ ଟେନିସ୍ ପାଇଁ ମନୋନୀତ

ପାୱାର ଲିଫଟିଂ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ପାୱାର ଲିଫ୍ଟର ଙ୍କ ସଫଳତା

masiha

Leave a Comment

error: Content is protected !!