ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମିନୀ ରାଉତ ଙ୍କ ଏକାଦଶ ଶ୍ରଦ୍ଧାଞ୍ଜଳି ସଭା

ଜାମିନୀ ରାଉତ ଙ୍କ ଏକାଦଶ ଶ୍ରଦ୍ଧାଞ୍ଜଳି ସଭା

ଢେଙ୍କାନାଳ: ରାଧା କୃଷ୍ଣ ବଜାର ର ଜାମିନୀ ରାଉତ ଙ୍କ ଏକାଦଶ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ପୁଅ ବୋହୁ ଝିଅ, ଜ୍ୱାଇଁ ପରିବାର,ବନ୍ଧୁ ବାନ୍ଧବ, ଓ ସାହି ବାସିନ୍ଦା ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଥିଲେ। ସେ ଜଣେ ମେଳାପି ଓ ମିଷ୍ଟଭାଷୀ ମହିଳା ଥିଲେ। ଆବ୍ରିଭାବ ୨୬/୦୫/୧୯୮୦ ତିରୋଧାନ ୧୦.୧୨.୨୦୨୪ ରେ ହୋଇଥଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଯାଦବ ସମାଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟ ର ଭିତି ପ୍ରସ୍ତର ସ୍ଥାପନ 

masiha

ମେଦନା ରେ ବିକାଶ ବାହନ ଯାତ୍ରା 

masiha

ଡ୍ରେନ ଉପରୁ ପଡି ଜଣେ ମୃତ 

Sunil Chandra Nayak

Leave a Comment

error: Content is protected !!