ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପଟିଷ୍ଟ ଚର୍ଚ୍ଚରେ ବଡ଼ ଦିନ ପାଳିତ 

ବାପଟିଷ୍ଟ ଚର୍ଚ୍ଚରେ ବଡ଼ ଦିନ ପାଳିତ 

ଢେଙ୍କାନାଳ: ସ୍ଥାନୀୟ ଚନ୍ଦନ ବଜାର ଠାରେ ଥିବା ବାପ୍ ଟିଷ୍ଟ ଚର୍ଚ୍ଚ ରେ ଆଜି ବଡ଼ ଦିନ ଅବସର ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ପାଳିତ ହୋଇଯାଉଛି। ସହର ମଧ୍ୟ ରେ ଥିବା ଖ୍ରୀଷ୍ଟ ଧର୍ମ ଭାଈ ଭଉଣୀ ମାନେ ଏକତ୍ରିତ ହୋଇ ବାପ୍ ଟିଷ୍ଟ ଚର୍ଚ୍ଚ ଠାରେ ପ୍ରଭୂ ଯୀଶୁ ଖ୍ରୀଷ୍ଟ ଙ୍କ ଉପାସନା କରିଥିଲେ। ଚର୍ଚ୍ଚ ର ଅଙ୍ଗ ସଣ୍ଡେ ସ୍କୁଲ , ଉ ଦ ଯୋଗ ସମିତି, ମହିଳା ସମିତି ସୁନ୍ଦର କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଚର୍ଚ୍ଚ ପାଷ୍ଟର ଆଶିଷ କୁମାର ଗାନ୍ଥା, କୋର୍ କମିଟି ର ମୁଖ୍ୟ ଭାଇ ପ୍ରେମାନନ୍ଦ ବିହାରି, ସୁଶାନ୍ତ କୁମାର ବେହେରା, ଭାଇ ଅମରେନ୍ଦ୍ର ନାୟକ, ଭାଇ ଅଭୟା ନନ୍ଦ ବିହାରୀ, ଭଉଣୀ କଲ୍ପନା ମହାନ୍ତି, ଭାଇ ଡାନିଏଲ୍ ମୋଜେଶ ଚର୍ଚ୍ଚ ରେ ସମ୍ପାଦନ ହୋଇଥିବା ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାନଭାସର ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଭବ୍ୟ ସମାପନୀ ଉତ୍ସବ

Sunil Chandra Nayak

ଯୁବକଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବାର

masiha

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!