ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପଟିଷ୍ଟ ଚର୍ଚ୍ଚରେ ବଡ଼ ଦିନ ପାଳିତ 

ବାପଟିଷ୍ଟ ଚର୍ଚ୍ଚରେ ବଡ଼ ଦିନ ପାଳିତ 

ଢେଙ୍କାନାଳ: ସ୍ଥାନୀୟ ଚନ୍ଦନ ବଜାର ଠାରେ ଥିବା ବାପ୍ ଟିଷ୍ଟ ଚର୍ଚ୍ଚ ରେ ଆଜି ବଡ଼ ଦିନ ଅବସର ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ପାଳିତ ହୋଇଯାଉଛି। ସହର ମଧ୍ୟ ରେ ଥିବା ଖ୍ରୀଷ୍ଟ ଧର୍ମ ଭାଈ ଭଉଣୀ ମାନେ ଏକତ୍ରିତ ହୋଇ ବାପ୍ ଟିଷ୍ଟ ଚର୍ଚ୍ଚ ଠାରେ ପ୍ରଭୂ ଯୀଶୁ ଖ୍ରୀଷ୍ଟ ଙ୍କ ଉପାସନା କରିଥିଲେ। ଚର୍ଚ୍ଚ ର ଅଙ୍ଗ ସଣ୍ଡେ ସ୍କୁଲ , ଉ ଦ ଯୋଗ ସମିତି, ମହିଳା ସମିତି ସୁନ୍ଦର କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଚର୍ଚ୍ଚ ପାଷ୍ଟର ଆଶିଷ କୁମାର ଗାନ୍ଥା, କୋର୍ କମିଟି ର ମୁଖ୍ୟ ଭାଇ ପ୍ରେମାନନ୍ଦ ବିହାରି, ସୁଶାନ୍ତ କୁମାର ବେହେରା, ଭାଇ ଅମରେନ୍ଦ୍ର ନାୟକ, ଭାଇ ଅଭୟା ନନ୍ଦ ବିହାରୀ, ଭଉଣୀ କଲ୍ପନା ମହାନ୍ତି, ଭାଇ ଡାନିଏଲ୍ ମୋଜେଶ ଚର୍ଚ୍ଚ ରେ ସମ୍ପାଦନ ହୋଇଥିବା ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ୱରୀୟ ସ୍ୱାଉଡ଼ ଓ ଗାଇଡ଼ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ 

masiha

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଙ୍କ ରାଇରଙ୍ଗପୁର ତୋଫାନୀ ଗସ୍ତ 

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ), ରାସୋଳ ଦ୍ବାରା ସଫଳତାର ସହିତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ 

masiha

Leave a Comment

error: Content is protected !!