ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣ ଜଣେ ଗୁରୁତର

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସମାଡପଦର ଗାଁ ରେ ଭାଲୁ ଆକ୍ରମଣ ରେ ରୋହିତ ମାଝୀ ନାମକ ଯୁବକ ଗୁରୁତ୍ତର ଭାବ ରେ ଆହାତ ହୋଇଛନ୍ତି,ଆଜି ଅପରାହ୍ନ ସମୟ ରେ ଜମି କୁ ଯାଇଥିବାବେଳେ ଜଙ୍ଗଲି ଭାଲୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲା,ଏହା ଦେଖି ଗ୍ରାମବାସୀ ଛଡେଇଥିଲେ ଭାଲୁ ଟି ଜଙ୍ଗଲ କୁ ଚାଲିଯାଇଛି, ଆହାତ ଯୁବକ ରୋହିତ ମାଝୀ କୁ ତାଙ୍କ ପରିବାର ଲୋକେ ଖଡିଆଳ ସବଡିଭିଜନାଲ ହସପିଟାଲ ରେ ଭର୍ତି କରାଯାଇଛି |

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପାଚିକା ଓ ସହାୟିକାଙ୍କ ପାଇଁ ବ୍ଲକ ସ୍ତରିୟ ପ୍ରଶିକ୍ଷଣ

masiha

ବିଡ଼ିଓ ଙ୍କ ଉପସ୍ଥିତିରେ ବନ୍ଧୁଗାଁ ପଞ୍ଚାୟତର ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ପର୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

masiha

Leave a Comment

error: Content is protected !!