ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଝରୀ ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରୀ ଠାରେ ଘଟିଛି ଏକ ସଡ଼କ ଦୁର୍ଘଟଣା. ଦୁର୍ଘଟଣା ହେବା ଫଳରେ ବାଇକ ଚାଳକ ଗଗୁରୁତ ହୋଇଥିବା ଦେଖିବାକୁ ମିଳିଛି.ମିଳିଥିବା ସୂଚନା ଅନୁଯାୟୀ ଧର୍ମଗଡ ବ୍ଲକ ଚିଲିଚିଲା ଗ୍ରାମର ସଞ୍ଜୟ ମୁଣ୍ଡ ବାଇକ ରେ କୌଣସି କାମ ରେ ଲିଆଡ଼ ରୁ ଆସୁଥିବା ବେଳେ ମାନଝରୀ ଗ୍ରାମ ପଞ୍ଚାୟତ ଗୃହ ଠାରେ ନୂତନ ଭାବରେ ମାଟି କାମ ହୋଇ ଥିବାରୁ ଏବଂ ଆଜିକାର ବର୍ଷା ରେ ମାଟି କାଦୁଅ ରାସ୍ତା ହୋଇଥିବା ବେଳେ ଏବଂ ସଞ୍ଜୟ ମୁଣ୍ଡ ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହୋଇଥିଲେ.. ଯାହାରି ଫଳରେ ତାଙ୍କର ବାମ ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି ଏବଂ ଅଧିକ ଗୁରୁତର ଥିବା ଦେଖିବାକୁ ମିଳିଛି. ଦୁର୍ଘଟଣା ହେବାରୁ ଘଟଣା ସ୍ଥଳକୁ ଅଞ୍ଚଳବାସୀ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଲୟ କୁ ନେଇ ଭର୍ତ୍ତି କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ,

Related posts

ଅଁଳାଯୋଡି ପଞ୍ଚାୟତକୁ ରାସନ୍ ଆଣିବାକୁ ଯାଇ ଟଳି ପଡିଲେ ମହିଳା ହିତାଧିକାରୀ

ନିଲାମ ନମିଳିବାରୁ ପୋଖରୀରେ ପକାଇଲେ ବିଷ

ବରାହ ଆକ୍ରମଣ ରେ ଗୁରୁତର

Leave a Comment

error: Content is protected !!