ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ – ସଦରବ୍ଲକ ରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ସମ୍ମିଳନୀ କକ୍ଷ ରେ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ମହୋଦୟ ଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ସାଧାରଣ ବୈଠକ ହୋଇ ଯାଇଅଛି। ମନରେଗା ଯୋଜନା, ଯୋଜନା ସମୀକ୍ଷା କରିବା ସହିତ ସରକାରୀ ଯୋଜନା କିପରି ଲୋକଂକ ପାଖେ ପହଞ୍ଚି ପାରିବ ସେ ସମ୍ପର୍କ ରେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମତଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ, ସମେତ ବ୍ଲକ୍ ଅଧ୍ୟକ୍ଷା ଝରାସ୍ମିତା ଦେହୁରୀ,ସମସ୍ତ ପଂଚାୟତ ର ଜନ ପ୍ରତିନିଧି , ଜିଲ୍ଲା ପରିଷଦ ସଦସ୍ୟ,ସଦସ୍ୟା ବ୍ଲକ୍ କର୍ମଚାରୀ ମାନେ ଉପସ୍ଥିତି ହୋଇଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସବଳ ହେବ କୃଷି,କ୍ଷୁଦ୍ର ଶିଳ୍ପ ଓ ମିଶନ ଶକ୍ତି

କେଶବ ସାହୁ ଙ୍କ କବିତା ସମ୍ମୋହନ

Sunil Chandra Nayak

ବ୍ଲକସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!