ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଠ ନମ୍ବର ୱାର୍ଡ କାଉନସିଲର ସକ୍ରିୟ , ନିଜେ ରହି ନାଳି ନର୍ଦ୍ଧମା ସଫା କରାଇଲେ

ଭବାନୀପାଟଣା ର ଆଠ ନମ୍ବର ୱାର୍ଡ ର କାଉନସିଲ ଶ୍ରୀମତୀ ଜୟ ଶ୍ରୀ ଅଗ୍ରୱାଲ ବିଜେଡି ପ୍ରାଥୀ ରୂପେ  ବିଜୟ ଲାଭ କଲା ପରେ ତାଙ୍କ ୱାର୍ଡ କୁ ବିଗତ ଆଠ ଦଶ ବର୍ଷ ହେବ କୌଣସି କାଉନସିଲର ନାଲି ନର୍ଦମା ସଫା କରିନଥିଲେ, କିନ୍ତୁ ଆଜି ଦେଖିବା କୁ ମିଳିଥିଲା ଯେ ଶ୍ରୀମତୀ ଅଗ୍ରୱାଲଙ୍କ ସ୍ୱାମି ମୁକେଶ ଅଗ୍ରୱାଲ ଜେସିବି ମେସିନ ଓ ମୁନିସିପାଲିଟି ର କର୍ମଚାରି ଙ୍କ ସହିତ ନିଜେ ଛିଡା ହୋଇ ସମସ୍ତ ନାଲି କୁ ସଫା କରାଇ ଥିଲେ ଓ ଆଖ ପାଖ ର ଲୋକଙ୍କୁ ଆମ  ପ୍ରତିନିଧି ପଚାରି ବାରୁ କହିଲେ ଯେ ଆଜକୁ ଆଠ ଦଶ ବର୍ଷ ହେବ କୌଣସି କାଉନସିଲର ଏମିତି କାମ କରିନଥଲେ ବୋଲି ପ୍ରକାଶ କରିଥିଲେ ଓ ଶ୍ରୀମତୀ ଅଗ୍ରୱାଲ ଙ୍କୁ ପଚାରି ବାରୁ କହିଲେ ଯେ ମୋ ୱାର୍ଡ ର ଯେକୌଣସି ଅସୁବିଧା ହୁଏ ସେମାନେ ମୋତେ ଜଣାଇଲେ ମୁଁ ତୁରନ୍ତ ତାଙ୍କର କାମ କରିବାକୁ ପ୍ରତିଵଦ୍ଧ ବୋଲି ପ୍ରକାଶ କରିଥିଲେ । ଭବାନୀପାଟଣା ରୁ ଖିରୋଦ କୁମାର ମଙ୍ଗରାଜ ଙ୍କ ରିପୋର୍ଟ

Related posts

ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ଦିବସ ପାଳିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆମେ ଓଡ଼ିଆ

ତିନି ଫେରାର ଆସାମୀ ଗିରଫ

Sunil Chandra Nayak

Leave a Comment

error: Content is protected !!