ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୨ ତମ ବାର୍ଷିକ କ୍ରୀଡା ଉଦଯାପିତ

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୨ ତମ ବାର୍ଷିକ କ୍ରୀଡା ଉଦଯାପିତ

ଜୁନାଗଡ଼,୪/୧(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୨ ତମ ବାର୍ଷିକ କ୍ରୀଡା ଉଦଯାପିତ ହେଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଶ୍ରୀମତୀ ସବିତା ମେହେର ଅଧ୍ୟକ୍ଷା ଜୁନାଗଡ ବ୍ଲକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସଭାରେ ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ମେହେର ସଭାପତିତ୍ବ କରିଥିଲେ ସମ୍ମାନିତ ଅତିଥି ଭାବେ ଶ୍ରୀ ଅରୁପl ନନ୍ଦ ନାଗ, ଶ୍ରୀ ଦେବେନ୍ଦ୍ର କୁମାର ବେହେରା, ପ୍ରାଧ୍ୟାପିକା ସାଗରିକା ଦାସ, ପ୍ରାଧ୍ୟାପକ ଆଦିତ୍ୟ କୁମାର ଖମାରି, ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ମେହେର, ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବଣୁଆ, ଶ୍ରୀ ନେତ୍ରା ନନ୍ଦ ପ୍ରଧାନ, ଶ୍ରୀ ବିଶ୍ଵ ରଞ୍ଜନ ବେହେରା, ଇମରାନ ଖାନ୍, ଶ୍ରୀ ରାଜେଶ ପଟେଲ, ଶ୍ରୀ ହେମନ୍ତ ପ୍ରଧାନ, ଶ୍ରୀମତୀ ସଶ୍ମିତା ପଣ୍ଡା, ଶ୍ରୀମତୀ ସପନା ପ୍ରଧାନ, ଶ୍ରୀ ଶୁଭାଶିଶ ପାଣିଗ୍ରାହୀ, ଶ୍ରୀ ବଦଲ୍ ଗଉଡ, ଶ୍ରୀ ସଦାନନ୍ଦ ମରାଇ, ଶ୍ରୀ ପୂର୍ଣ୍ଣମାସି ମାଝୀ, ଶ୍ରୀମତୀ ଜଶ୍ମୀନ ବନିତା ସାହୁ, ଶ୍ରୀ ଅମିତା ମେହେର, ମିସ୍ ନତାଶା ମହାପାତ୍ର, ଶ୍ରୀ ଆକାଶ ମେହେର ଶ୍ରୀ ଆର୍ତ୍ତତ୍ରାଣ ସାହୁ, ଶ୍ରୀ ସୁଧାକର ପାଲ୍, ଶ୍ରୀ ଜନ୍ମେଜୟ ମେହେର, ଶ୍ରୀ ବସନ୍ତ ମାଝୀ, ଶ୍ରୀ ରିଷଭ ବଣୁଆ, ଶ୍ରୀ ଆଦର୍ଶ ପଣ୍ଡା ଯୋଗ ଦେଇ ଥିଲେ। ଖେଳ ଶିକ୍ଷକ ଶ୍ରୀ ସମୀର କୁମାର ସାହୁ ସମସ୍ତ ଖେଳକୁ ତଦାରଖ କରିଥିଲେ, ଶ୍ରୀ ଦୂର୍ଗା ପ୍ରସାଦ ସିଂହ ଚମେଲୀ ଦେବୀ କଲେଜ ରୁ ଡେପୁ ଟେସନ ରେ ଆସି ସହଯୋଗ କରିଥିଲେ l ବିକାଶ, କୁନି, ଗୁପ୍ତେ, ତ୍ରିଭୁବନ, ପ୍ରବୀଣ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l ଦୁଇଶହ ରୁ ଉର୍ଧ ଖେଳାଳି ଭାଗନେଇଥିଲେ, 100,200,400,800,1500,ମିଟର ରନ୍, ଲମ୍ବ ଦିଆ, ଉଚ୍ଚ ଦିଆ, ଗୋଲା ଫିଙ୍ଗା, ଡିସ୍କସ୍ ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଉଭୟ ବାଳକ ଓ ବାଳିକା ବିଭାଗ ର ପ୍ରତିଯୋଗୀତା ହେଇଥିଲା ଆସନ୍ତା କାଲି ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କଣ୍ଟାବାଞ୍ଜିରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଜୋରଦାର

Sunil Chandra Nayak

ଇନ୍ଦ୍ରାବତୀ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

masiha

ଅବସର ଭବନ ରେ ଉତ୍କଳ ଦିବସ ଓ ୩୭ ତମ ପ୍ରତିଷ୍ଠା ଦିବସ ପାଳନ 

masiha

Leave a Comment

error: Content is protected !!