ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ଶୋକ

ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ଶୋକ 

କଟକ : ୪୨ ମୌଜା କୂଳକଳପଡ଼ା ଗ୍ରାମର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ବୈରାଗୀ ଚରଣ ପରିଡ଼ା (୮୪)ଙ୍କ ନିଜସ୍ଵ ବାସ ଭବନରେ ପରଲୋକ ଗମନ ଘଟିଛି । ଉକ୍ତ ଦୁଃଖଦ ଖବର ଶୁଣି ୪୨ ମୌଜା ତଥା କଟକ ସଦର ବାସୀ ମ୍ରିୟମାଣ ହେବା ସହ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ସମସ୍ତ ୪୨ ମୌଜା ବାସୀ, ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ସଭାପତି ଇଂ.ଆଶୋକ ବିଶ୍ଵାଳ,ଜୟକୃଷ୍ଣ ମୁଦୁଲି, ଅକ୍ଷୟ କୁମାର ବେହେରା ଓ ବୈଶ୍ନୋ ୱେଲନେସ୍ ପରିବାର ବର୍ଗ ମର ଶରୀର ନିକଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବଡ଼ ପୁଅ ବିହତ ରଞ୍ଜନ ପରିଡା ମୁଖଗ୍ନୀ ଦେଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଦାବି  

Sunil Chandra Nayak

ମହିଳା ଚାଲାଣ ପ୍ରତିରୋଧ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା

Sunil Chandra Nayak

ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ରଙ୍ଗେଈଲୁଣ୍ଡା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ 

Sunil Chandra Nayak

Leave a Comment

error: Content is protected !!