ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ପୁରସ୍କାର ପାଇଲେ ଶୈଳବାଳା କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ 

ରାଜ୍ୟ ପୁରସ୍କାର ପାଇଲେ ଶୈଳବାଳା କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ 

କଟକ : କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୋଗମୟା ପଣ୍ଡା,ମନସ୍ତତ୍ୱ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅଧିକାରୀ ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ରାଜ୍ୟ ପୁରସ୍କାର ପାଇଛନ୍ତି । ଶୈଳବାଳା ମହିଳା ସ୍ଵୟଂସାଶିତ ମହାବିଦ୍ୟାଳୟ କେମେଷ୍ଟ୍ରୀ ବିଭାଗର ଛାତ୍ରୀ ଜୟଶ୍ରୀ ସାହୁ ଜାତୀୟ ସେବା ଯୋଜନା ସ୍ଵେ୍ଛାସେବୀ ଭାବେ ରାଜ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି । ଓଡ଼ିଆ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟ ରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିିନିୟରସରେ ଆୟୋଜିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ସମ୍ମାନିତ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ବିଚିତ୍ର ପାଣିବଂସ ସମେତ ଅଧ୍ୟାପିକା,ଅଧ୍ୟାପକ ମାନେ ସଫଳ କର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଯୋଗମାୟା ପଣ୍ଡା ଓ ସ୍ୱେଚ୍ଛାସେବୀ ଜୟଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

ପିରବତୀ ମହିଳା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

masiha

ମଦ ବିରୋଧରେ ମହିଳାଙ୍କ ମହାସଂଗ୍ରାମ ମିଚାଗାଁରୁ ଉଠିଲା ମଦ ବିରୋଧୀ ସ୍ବର, ଶୋଭାଯାତ୍ରା କରି ସଚେତନ ବାର୍ତା ଦେଲେ ମହିଳା

Sunil Chandra Nayak

Leave a Comment

error: Content is protected !!