ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋହଳଖଣ୍ଡ ଗୋପାଳ ସମାଜ ର ନୂତନ ଗୃହ ଉଦ୍ଘାଟନ

ଷୋହଳଖଣ୍ଡ ଗୋପାଳ ସମାଜ ର ନୂତନ ଗୃହ ଉଦ୍ଘାଟନ

ମ,ରାମପୁର:୨୫/୧(ମସୀହା):- କଳାହାଣ୍ଡି ଷୋହଳଖଣ୍ଡ ଗୋପାଳ ସମାଜ ମ,ରାମପୁର ତାଲୁକା ର ନୂତନ ସମାଜ ଗୃହ ଉଦ୍ଘାଟନ ଉତ୍ସବ ସଭାପତି ପୀତବାସ ମହାଖୁଡ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ନର୍ଲା ବିଧାୟକ ମନୋରମା ମହାନ୍ତି, ସମ୍ମାନୀତ ଅତିଥି ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ୟ ବକ୍ତା ଅଧ୍ୟକ୍ଷ କୃଷି ସୂଚନା ପରାମର୍ଶ ଉପଦେଷ୍ଟା କମିଟି,ଭବାନୀପାଟଣା ସଚ୍ଚିଦାନନ୍ଦ ମହାଖୁଡ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ଉପଦେଷ୍ଟା ରଜନୀକାନ୍ତ ମହାଖୁଡ କରିଥିଲେ । ଦ୍ୱିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ସଚ୍ଚିଦାନନ୍ଦ ମହାଖୁଡ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଶିକ୍ଷକ ଇନ୍ଦ୍ରଜିତ ମହାଖୁଡ, ସମ୍ମାନୀତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଲୋକନାଥ ମହାଖୁଡ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପାଦକ ପଦ୍ମନାଭ ମହାଖୁଡ, ଉପସଭାପତି ନକୁଳ ମହାଖୁଡ, କୋଷାଧ୍ୟକ୍ଷ ବନମାଳୀ ମହାଖୁଡ ଓ କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବାରିପଦା ତହସିଲ ଅଧିନସ୍ଥ ଆର.ଆଇ. -୧ ଏବଂ ଆର ଆଇ -୨ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

Sunil Chandra Nayak

ସର୍ଦାରବନ୍ଧ ଗ୍ରାମ ପଞ୍ଚାୟତରେ ଦନ୍ତା ହାତୀ ଆତଙ୍କ

masiha

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ର ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ୍ କରାଯାଉ, ଦାବିରେ , ବିକ୍ଷୋଭ ପ୍ରଦର୍ଶନ

masiha

Leave a Comment

error: Content is protected !!